ତହସିଲଦାର-ବିଧାୟକ ମୁହାଁମୁହିଁ

October 04, 2019, ରାଜନୀତି, ବାଲେଶ୍ବର, Bhagyaprabha News Bureau
ତହସିଲଦାର-ବିଧାୟକ ମୁହାଁମୁହିଁ
Bhagyaprabha News Bureau
October 04, 2019

ବାଲେଶ୍ଵର ଜିଲ୍ଲା ନୀଳଗିରି କଚେରୀ ପରିସର ରେ ମୋହରିରମାନେ ଚାଳିଆ କରି ବସିଥିବା ବେଳେ ଆଜି ସେଗୁଡିକୁ ନୀଳଗିରି ତହସିଲଦାର ଓ ସହକାରୀ ଜିଲ୍ଲାପାଳ ମେସିନ ସାହାଯ୍ୟରେ ଭାଙ୍ଗିବା ନେଇ ଘଟଣା ଉଗ୍ରରୂପ ନେଇଛି ।ଆଜି ସକାଳେ ହଠାତ୍ ଏହା ଭାଙ୍ଗିବାକୁ ବିରୋଧ କରି ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ଥଇଥାନ ନକରି କାହିଁକି ଭାଙ୍ଗୁଛ ବୋଲି ପଚାରିଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ବଚସା ଲାଗିଥିଲା । ଭଙ୍ଗା ବନ୍ଦ ହେବାପରେ ବିଧାୟକଙ୍କୁ ସରକାରୀ କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜନୀତିରୁ ସନ୍ୟାସ ନେବେ ଦାମ ରାଉତ !

ରାଜନୀତିରୁ ସନ୍ୟାସ ନେବେ ଦାମ ରାଉତ !

Read More...

ହାପି ବର୍ଥ ଡେ ଶ୍ବେତା

ହାପି ବର୍ଥ ଡେ ଶ୍ବେତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: