ଆସନ୍ତାକାଲି ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି

October 05, 2019, ଦେଶଦୁନିଆ, , Bhagyaprabha News Bureau
ଆସନ୍ତାକାଲି ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି
Bhagyaprabha News Bureau
October 05, 2019

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ । ପୂର୍ବ ସୂଚନା ଅନୁସାରେ, ସେ ପୂର୍ବାହ୍ନ ୧୦.୧୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ କିଟ୍‌ ୟୁନିଭରସିଟି ଅଭିମୁଖେ ବାହାରିବେ । ପରେ କିଟ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେଠାରୁ ରାଜଭବନ ଅଭିମୁଖେ ବାହାରିବେ । ପରେ କଟକ ଖବରକାଗଜ ସମାଜର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାତ୍ର ୧୨ ଟା ପରେ ବାଜିବ ନାହିଁ ଡିଜେ

ରାତ୍ର ୧୨ ଟା ପରେ ବାଜିବ ନାହିଁ ଡିଜେ

Read More...

୩୦ ଘନଫୁଟ କାଠପଟା ସହ ଅଟୋ ଜବତ

୩୦ ଘନଫୁଟ କାଠପଟା ସହ ଅଟୋ ଜବତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: