ନଦୀରେ ବୁଡିଗଲେ ୬ ନାବାଳିକା , ୫ ଉଦ୍ଧାର

October 06, 2019, ଅପରାଧ, ସମ୍ବଲପୁର, Bhagyaprabha News Bureau
ନଦୀରେ ବୁଡିଗଲେ ୬ ନାବାଳିକା , ୫ ଉଦ୍ଧାର
Bhagyaprabha News Bureau
October 06, 2019

ସମ୍ବଲପୁର ସହରରେ ଶୋକାକୁଳ ପରିବେଶ ଦେଖାଦେଇଛି । ଦୁର୍ଗାଷ୍ଟମୀରେ ୬ ଜଣ ନାବାଳିକା ନଦୀରେ ବୁଡି ଯାଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।ସୂଚନାଯୋଗ୍ୟ, ରବିବାର ପ୍ରାୟ ୧୧ଟାରେ ୬ ଜଣ ନାବାଳିକା ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନାବାଳିକାର ଗୋଡ଼ ଖସିଯିବାରୁ ସେ ଗଭୀର ଜଳ ସ୍ରୋତକୁ ଭାସି ଯାଇଥିଲେ। ତାକୁ ଉଦ୍ଧାର କରିବା ପାଇଁ ଅନ୍ୟମାନେ ନଦୀର ଗଭୀରକୁ ଚାଲିଯାଇଥିଲେ। ହେଲେ ଜଳ ସ୍ରୋତରେ ସମସ୍ତେ ଭାସି ଯାଇଥିଲେ। ଏହି ଅବସ୍ଥାରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରିଥିଲେ।ଏପର୍ଯ୍ୟନ୍ତ ଅନ୍ୟ ଜଣେ ନାବାଳିକାଙ୍କ କୌଣସି ପତ୍ତା ମିଳିନାହିଁ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାଷ୍ଟମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ମହାଷ୍ଟମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

Read More...

ପ୍ରଥମ ଟେଷ୍ଟ ଜିତିଲା ଭାରତ

ପ୍ରଥମ ଟେଷ୍ଟ ଜିତିଲା ଭାରତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: