ଦେଶବାସୀଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

October 08, 2019, ଦେଶଦୁନିଆ, , Bhagyaprabha News Bureau
ଦେଶବାସୀଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
Bhagyaprabha News Bureau
October 08, 2019

ଆଜି ହେଉଛି ପବିତ୍ର ବିଜୟା ଦଶମୀ । ଦେଶର କୋଣ ଅନୁକୋଣରେ ଚାଲିଛି ଜଗତ ଜନନୀ ମହିଷାମର୍ଦ୍ଦିନୀ ମା' ଦୂର୍ଗାଙ୍କ ଆରାଧନା । ବିଜୟା ଦଶମୀରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ପର୍ବ ମାଧ୍ୟମରେ ସତ୍‌ମାର୍ଗରେ ଚାଲିବାକୁ ପ୍ରେରଣା ମିଳିଥାଏ, ସମସ୍ତଙ୍କ ପାଇଁ ଏହି ପର୍ବ ଖୁସି ଓ ସମୃଦ୍ଧି ନେଇ ଆସୁ ବୋଲି ରାଷ୍ଟ୍ରପତି କହିଛନ୍ତି ।ଅନ୍ୟପଟେ ଦେବୀଙ୍କ ଦର୍ଶନ ପାଇଁ ମଣ୍ଡପଗୁଡ଼ିକ ଚଳଚଞ୍ଚଳ ରହିଛି । ପାରମ୍ପରିକ ରୀତିନୀତି ଅନୁସାରେ ପୂଜାମଣ୍ଡପ ଗୁଡିକରେ ପୂଜାର୍ଚ୍ଚନା ଚାଲିଛି । ବିଭିନ୍ନ ପୂଜାମଣ୍ଡ ପରେ ମା ଜଗତଜନନୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଏହାସହ ପୂଜାମଣ୍ଡପ ଗୁଡିକର ଆଖି ଝଲସା ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳା ସମସ୍ତଙ୍କୁ ଆକୃଷ୍ଟ କରୁଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଭାରତୀୟ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ

ଆଜି ଭାରତୀୟ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ

Read More...

ରିଲିଜ ହେଲା ହାଉସଫୁଲ୪'ର ଗୀତ

ରିଲିଜ ହେଲା ହାଉସଫୁଲ୪'ର ଗୀତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: