ମାଙ୍କ ବିସର୍ଜନ ବେଳେ ନଦୀରେ ବୁଡି ୧୦ ମୃତ

October 09, 2019, ଅପରାଧ, , Bhagyaprabha News Bureau
ମାଙ୍କ ବିସର୍ଜନ ବେଳେ ନଦୀରେ ବୁଡି ୧୦ ମୃତ
Bhagyaprabha News Bureau
October 09, 2019

ରାଜସ୍ଥାନର ଢୋଲପୁରରେ ମା' ଦୁର୍ଗାଙ୍କୁ ମେଲାଣି ଦେଲାବେଳେ ଘଟିଛି ଅଘଟଣ। ମଙ୍ଗଳବାର ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ୧୦ ଜଣ ବୁଡ଼ିଯାଇଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ବିଜୟା ଦଶମୀ ଅବସରରେ ମା' ଦୁର୍ଗାଙ୍କ ପୂଜା ଶେଷ ହେବା ପରେ ମୂର୍ତ୍ତି ବିସର୍ଜନ ପାଇଁ ଲୋକେ ପାର୍ବତୀ ନଦୀକୁ ଯାଇଥିଲେ।ବିସର୍ଜନ ସମୟରେ ସେମାନରେ ନଦୀରେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା। ନଦୀରୁ କେହିବି ଜୀବନ୍ତ ଉଦ୍ଧାର ହୋଇନଥିଲେ।ଅନ୍ୟପକ୍ଷରେ ମୃତକଙ୍କ ପରିବାର ୧ ଲକ୍ଷ ଟଙ୍କାଁ ମିଳିବ ବୋଲି ଘୋଷଣା ହୋଇଛି।ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଦିଆଯିବ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପୁର ସ୍ଥିତି ଅନୁଧ୍ୟାନ କରିବେ ଡିଜିପି

ବିଜେପୁର ସ୍ଥିତି ଅନୁଧ୍ୟାନ କରିବେ ଡିଜିପି

Read More...

କ୍ୱାଟର ଫାଇନାଲରେ ମେରିକମ୍‌

କ୍ୱାଟର ଫାଇନାଲରେ ମେରିକମ୍‌

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: