ଓଡିଶାରେ ପହଞ୍ଚିବ ସହିଦ ଜବାନଙ୍କ ମର ଶରୀର

October 09, 2019, ଓଡ଼ିଶା, ଯାଜପୁର, Bhagyaprabha News Bureau
ଓଡିଶାରେ ପହଞ୍ଚିବ ସହିଦ ଜବାନଙ୍କ ମର ଶରୀର
Bhagyaprabha News Bureau
October 09, 2019

ଆଜି ଓଡିଶାରେ ପହଞ୍ଚିବ ଓଡିଆ ସହିଦ ଜବାନ ପ୍ରବୀର ନାୟକଙ୍କ ମରଶରୀର । ଯାଜପୁର କଚେରୀ ଗାଁର ଦିବାକର ନାୟକଙ୍କର ୪ର୍ଥ ପୁଅ ପ୍ରବୀର ନାୟକ । ଆସାମ ରାଇଫଲର ଅଷ୍ଟମ ବାଟାଲିୟନରେ ଗନମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । ଗତ ରବିବାର ଦିନ ଘଟିଥିଲା ଏଭଳି ଅଭାବନୀୟ ଘଟଣା ।ପ୍ରବୀର ମିଜୋରାମର ସରଚିପ୍ ଜିଲ୍ଲାରେ ଚୀନ୍ ସୀମାରେ ପ୍ରହରା ଦେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଅତ୍ୟଧିକ ଥଣ୍ଡା ହେତୁ ତାଙ୍କ ହାର୍ଟ କାମ କରିବା ବନ୍ଦ କରିଦେଇଥିଲା । ଫଳରେ କାର୍ଯ୍ୟରତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ପରିବାରରେ ୩ ଭାଇ ଥିବାବେଳେ ସମସ୍ତେ ଦେଶ ସେବାରେ କାର୍ଯ୍ୟରତ । ପ୍ରବୀରଙ୍କ ପତ୍ନୀ ଦୀପ୍ତିକା ନାୟକ ଓ ତାଙ୍କର ଦୁଇଟି କୁନି ଝିଅ ରହିଛନ୍ତି । ଆଜି ମରଶରୀର ପହଞ୍ଚିବା ପରେ ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୃଥକ ଜୁଆଆଡ୍ଡାରେ ପୋଲିସ ଚଢ଼ଉ :୧୬ ଗିରଫ,୨୩,୪୦୦ ଟଙ୍କା ଜବତ l

ପୃଥକ ଜୁଆଆଡ୍ଡାରେ ପୋଲିସ ଚଢ଼ଉ :୧୬ ଗିରଫ,୨୩,୪୦୦ ଟଙ୍କା ଜବତ l

Read More...

୪ ଜୁଆଡିଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ

୪ ଜୁଆଡିଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: