ଗଛକୁ ପିଟିଲା ଟାଟା ମେଜିକ୍, ୬ ଆହତ

October 10, 2019, ଅପରାଧ, ଭଦ୍ରକ, Bhagyaprabha News Bureau
ଗଛକୁ ପିଟିଲା ଟାଟା ମେଜିକ୍, ୬ ଆହତ
Bhagyaprabha News Bureau
October 10, 2019

ଭଦ୍ରକ ଜିଲ୍ଲା ଆରଡି ଆଖଣ୍ଡଳମଣି ପୀଠକୁ ଆସୁଥିବା ଏକ ଯାତ୍ରୀବାହି ଟାଟା ମେଜିକ୍ ଗାଡି ଦୁଘର୍ଟଣା ଗ୍ରସ୍ତ ଘଟି ୬ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପ୍ରଥମେ ଆରଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯାଇ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସମସ୍ତ ଆହତ ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଏକ ଟାଟା ମେଜିକ୍ ଗାଡିରେ ବାସୁଦେବପୁର ଅଞ୍ଚଳରୁ ୧୨ ଜଣ ଯାତ୍ରୀ ଆରଡିକୁ ଆସିବା ବାଟରେ ଆରଡି ବାଇପାସ୍ ରୋଡରେ ଗାଡି ଆଗକୁ ଏକ ସାଇକେଲ୍ ଚାଲିଆସିବାରୁ ଗାଡିଟି ରାସ୍ତା କଡରେ ଥିବା ଗଛରେ ବାଡେଇ ହୋଇଯାଇଥିଲା। ଫଳରେ ଗାଡିରେ ଥିବା ୧୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୬ ଜଣ ଆହତ ହୋଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକାର ୨ୟ ଟେଷ୍ଟ ମ୍ୟାଚ

ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକାର ୨ୟ ଟେଷ୍ଟ ମ୍ୟାଚ

Read More...

ପ୍ରତ୍ୟାଶା ପ୍ରିୟମ୍ବଦା ପାଇବେ ଉଦୟରାଗ ସିଜିନ୍-୨ ସମ୍ମାନ

ପ୍ରତ୍ୟାଶା ପ୍ରିୟମ୍ବଦା ପାଇବେ ଉଦୟରାଗ ସିଜିନ୍-୨ ସମ୍ମାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: