ଭିଜିଲାନ୍ସ ଜାଲରେ ସରକାରୀ କର୍ମଚାରୀ

October 19, 2019, ଅପରାଧ, ଝାରସୁଗୁଡ଼ା, Bhagyaprabha News Bureau
ଭିଜିଲାନ୍ସ ଜାଲରେ ସରକାରୀ କର୍ମଚାରୀ
Bhagyaprabha News Bureau
October 19, 2019

ଭିଜିଲାନ୍ସ ଜାଲରେ ପଡିଲେ ସରକାରୀ କର୍ମଚାରୀ । ଝାରସୁଗୁଡା ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବେଣୁଧର ଛଚାନଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଆୟ ବହିର୍ଭୂତ ଠୁଳ ମାମଲାରେ ଭିଜିଲାନ୍ସର ଚଢାଉ ଜାରି ରହିଛି ।ବେଣୁଧରଙ୍କ ବଢେଇମୁଣ୍ଡା ସମେତ ପୈତୃକ ଗ୍ରାମ କୋଲବିର ବ୍ଲକ୍ ଐତାପଡା, ଶ୍ବଶୁରଘର ଓ ଅଫିସ କାର୍ଯ୍ୟାଳୟରେ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ ସମ୍ବଲପୁର, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଟିମ୍ ଆଜି ଭୋରରୁ ଚଢାଉ କରିବା ପରେ ବେଣୁଧରଙ୍କ ଗୋଟିଏ ୩ ମହଲା କୋଠା ସହ ଟଙ୍କା, ସୁନାଗହଣା ଓ ବ୍ୟାଙ୍କ ପାସବୁକ, ଫିକ୍ସଡ୍ ଡିପୋଜିଟ୍ ସଂପର୍କରେ ତଥ୍ୟ ଅନୁସନ୍ଧାନ ଜାରି ରଖିଛି ।ପ୍ରାୟ ୫ ବର୍ଷ ତଳେ ବେଣୁଧର ଝାରସୁଗୁଡା ତହସିଲରେ କାର୍ଯ୍ୟରତ ଥିବାବେଳେ ଭିଜିଲାନ୍ସ ଗିରଫ କରିଥିଲା । ଭିଜିଲାନ୍ସର ଚଢାଉ ସଂପର୍କରେ ବେଣୁଧର ଛଚାନ୍ କହିଛନ୍ତି ତାଙ୍କ ବିରୋଧରେ କେହି ଷଡଯନ୍ତ୍ର କରି ତାଙ୍କୁ ଫସାଇଦେଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ବାଚନ ପ୍ରଚାର କରିବେ ହର୍ଷିତା

ନିର୍ବାଚନ ପ୍ରଚାର କରିବେ ହର୍ଷିତା

Read More...

ହାପି ବାର୍ଥଡେ ସନ୍ନି ଦେଓଲ

ହାପି ବାର୍ଥଡେ ସନ୍ନି ଦେଓଲ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: