ଆଜି ତାଳଚେର ଆସୁଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

November 07, 2019, ଦେଶଦୁନିଆ, ଅନୁଗୁଳ, BHAGYAPRABHA NEWS
ଆଜି ତାଳଚେର ଆସୁଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 07, 2019

ଆଜି ତାଳଚେର ଗସ୍ତ ରେ ଆସୁଛନ୍ତି କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଦିନ ୧୧ଟା ସମୟରେ ତାଳଚେରକୁ ହେଲିକପ୍ଟର ଯୋଗେ ଆସି ଭୁବନେଶ୍ବରୀ କୋଇଲା ଖଣି ପରିଦର୍ଶନ କରିବାର ତାଙ୍କର କାର୍ଯ୍ୟକ୍ରମ ରହିଛି। ଏହାସହ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ବି ରହିଛି ।ଏହାସହ ମଧ୍ୟାହ୍ନରେ ଡେରାଠାରେ ପାଖାପାଖି ୪୭ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ନୂତନ ଡିଏଭି ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସ୍ଥିର ହୋଇଛି । ତାଳଚେରର ଖଣି ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶତ୍ରୁସୋଲ ଗାଁ ରେ ଆଦର୍ଶ ଗାଈ ଗୁହାଳ ବୁଲି ଦେଖିଲେ ରାଜ୍ୟ ଶକ୍ତି ସଚିବ ।

ଶତ୍ରୁସୋଲ ଗାଁ ରେ ଆଦର୍ଶ ଗାଈ ଗୁହାଳ ବୁଲି ଦେଖିଲେ ରାଜ୍ୟ ଶକ୍ତି ସଚିବ ।

Read More...

ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ

ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: