ଭାରତ ଉପରେ ହେଇଥିବା ହମଲା ପାଇଁ ରାଗିଗଲେ ରୁଷ ରାଷ୍ଟ୍ରପତି ପୁନିତ – କହିଲେ ଏବେ ପାକିସ୍ତାନ କୁ କେହି ବଂଚେଇ ପାରିବେନି…ମୁଁ ଭାରତ କୁ ସମ୍ପୂର୍ଣ ସହଯୋଗ କରିବି.

February 15, 2019, ଦେଶଦୁନିଆ, , Bhagyaprabha News Bureau
ଭାରତ ଉପରେ ହେଇଥିବା ହମଲା ପାଇଁ ରାଗିଗଲେ ରୁଷ ରାଷ୍ଟ୍ରପତି ପୁନିତ – କହିଲେ ଏବେ ପାକିସ୍ତାନ କୁ କେହି ବଂଚେଇ ପାରିବେନି…ମୁଁ ଭାରତ କୁ ସମ୍ପୂର୍ଣ ସହଯୋଗ କରିବି.
Bhagyaprabha News Bureau
February 15, 2019

ପୁଲବାମା ରେ ହେଇଥିବା ଆତଙ୍କୀ ହମଲା ରେ CRPF ଯବାନ ସହିଦ ହେବ ପରେ ସାରା ବିଶ୍ୱ ଭାରତ ର ସାଥ ଦେଇଛନ୍ତି |ରୁଷ ରାଷ୍ଟ୍ରପତି ପୁନିତ ମଧ୍ୟ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କ ପାଇଁ ଏକ ସନ୍ଦେଶ ପଠେଇଛନ୍ତି | ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ରେ ହେଇଥିବା ଆକ୍ରମଣ ପାଇଁ ସେ ଦୁଃଖ ଅନୁଭବ କରୁଛନ୍ତି ଓ ରାଗ ମଧ୍ୟ ବ୍ୟକ୍ତ କରୁଛନ୍ତି | ଏହି କ୍ରୁର ଅପରାଧ ର ବହୁତ କଡା ନିନ୍ଦା କରା ଯାଉଛି


ଏହି ଆକ୍ରମଣ ରେ ସାମିଲ ଥିବା ସବୁ ଅପରାଧୀ ଙ୍କୁ କଡା ରୁ କଡା ସଜା ଦିଆଯିବ ଓ କୌଣସି ପ୍ରକାର ଅନୁକମ୍ପା ଦେଖା ଯିବା ଦରକାର ନାହିଁ | ସେ ଏକଥା ମଧ୍ୟ କହିଛନ୍ତି ଯେ ଏହି ହମଲା ରେ ସାମିଲ ଥିବା ସବୁ ଲୋକଙ୍କୁ କଡା ସଜା ଦେବା ପାଇଁ ଆମେ ପ୍ରସ୍ତୁତ | ସେମାନଙ୍କ ସାଥ ଦେଉଥିବା କୌଣସି ବି ଲୋକ ବଂଚିପାରିବେନି | ଏହା ପୂର୍ବରୁ ରୁଷ ର ଦୁତବାସ ଏହି ଆତଙ୍କୀ ହମଲା କୁ କଡା ନିନ୍ଦା କରିଥିଲେ |ଆମେ ମୃତକ ସୈନିକ ମାନକ ପରିବାର କୁ ଶାନ୍ତନା ଦେଉଛୁ ଓ ଭଗବାନ ତାଙ୍କ ଚଲା ବାଟ ସଫଳ କରନ୍ତୁ


ପତ୍ର ରେ ଆଗକୁ ଲେଖା ଯାଇଥିଲା ଯେ ଆମେ ସବୁବେଳେ ଭାରତର ସହିତ ରହୁଚୁ | ଏହା ସହ ଆମେ ଆଗମୀଦିନରେ ମଧ୍ୟ ଭାରତର ସହିତ ରହିବୁ ବୋଲି କହୁଚୁ |ଆଗକୁ କୁହାଯାଇଥିଲା ଯେ ଦୁଃଖ ସମୟରେ ଭାରତର ସହିତ ରହିଛୁ |ଆଶା କରୁଚୁ ଯେ ଆହତ ହେଇଥିବା ଲୋକମାନେ ଖୁବ ଶୀଘ୍ର ଭଲ ହେଇଯିବେ | ଜାମ୍ମୁ ଓ କାଶ୍ମୀର ପୁଲୱାମା ଠାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶହୀଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିବା ସହ ଦେଶ ପାଇଁ ଶହୀଦ ହୋଇଥିବା ଯବାନ ମାନଙ୍କର ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଧାନମନ୍ତ୍ରୀ ମୋଦି ସେନାକୁ କହିଲେ – ୪୪ ବଦଳ ରେ ପାକିସ୍ତାନ ର ୪ ହଜାର ଙ୍କୁ ମାର …ଗୁଳିର କୌଣସି ହିସାବ ନେବିନାହିଁ…

ପ୍ରଧାନମନ୍ତ୍ରୀ ମୋଦି ସେନାକୁ କହିଲେ – ୪୪ ବଦଳ ରେ ପାକିସ୍ତାନ ର ୪ ହଜାର ଙ୍କୁ ମାର …ଗୁଳିର କୌଣସି ହିସାବ ନେବିନାହିଁ…

Read More...

ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସର ଚୂଡାନ୍ତ ପ୍ରାର୍ଥୀ ତାଲିକା

ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସର ଚୂଡାନ୍ତ ପ୍ରାର୍ଥୀ ତାଲିକା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: