ବିବାଦୀୟ ବଲିଉଡ୍‌ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’କୁ ବ୍ରହ୍ମପୁରରେ ଛାତ୍ର ଓ ଯୁବ କଂଗ୍ରେସର ବିରୋଧ

January 13, 2019, ରାଜନୀତି, , Bhagyaprabha News Bureau
ବିବାଦୀୟ ବଲିଉଡ୍‌ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’କୁ ବ୍ରହ୍ମପୁରରେ ଛାତ୍ର ଓ ଯୁବ କଂଗ୍ରେସର  ବିରୋଧ
Bhagyaprabha News Bureau
January 13, 2019

ବିବାଦୀୟ ବଲିଉଡ୍‌ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’କୁ ବ୍ରହ୍ମପୁରରେ ବିରୋଧ କରାଯାଇଛି। ବ୍ରହ୍ମପୁରର ରୁକ୍ମଣୀ ସିନେମା ହଲ୍‌ରେ ଏହି ଫିଲ୍ମ ପ୍ରଦର୍ଶନକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି।ଗଞ୍ଜାମ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ମିଳିତ ଭାବେ ଏଭଳି ଚଳଚ୍ଚିତ୍ର କୁ ବିରୋଦ୍ଧ କରିବା ସହ ଏହି ଚଳଚିତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଙ୍କ ଚରିତ୍ର କୁ ଯେପରି ଏଠାରେ ଚିତ୍ରଣ କରାଯାଇଛି ତାହାକୁ ନିନ୍ଦା କରିବା ସହ ସିନେମା ହଲ୍‌ ଆଗରେ ପୋଷ୍ଟର ପୋଡ଼ିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଥିଲେ।


ଉତ୍ତେଜନାକୁ ଦୃଷ୍ଟିରେ ରଖି ହଲ୍‌ ଆଗରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। ସେପଟେ ଫିଲ୍ମକୁ ବିରୋଧ ପରେ ସିନେମା ହଲ୍‌ କର୍ତ୍ତୃପକ୍ଷ ଶୋ’ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୭ ତମ ବାର୍ଷିକୋତ୍ସବରେ ଯୋଗ ଦେଲେ ରାଜ୍ୟପାଳ

ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୭ ତମ ବାର୍ଷିକୋତ୍ସବରେ ଯୋଗ ଦେଲେ ରାଜ୍ୟପାଳ

Read More...

ଦେଶରେ ପ୍ରଥମ ସୂର୍ଯ୍ୟୋଦୟ ହେଉଥିବା ଗ୍ରାମ

ଦେଶରେ ପ୍ରଥମ ସୂର୍ଯ୍ୟୋଦୟ ହେଉଥିବା ଗ୍ରାମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: