ମୌଲାନା ଅବୁଲ କାଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ ପାଳିତ

November 11, 2019, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ମୌଲାନା ଅବୁଲ କାଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ ପାଳିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
November 11, 2019

ବ୍ରହ୍ମପୁର ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଆନୁକୂଲ୍ୟରେ ମହାନ ସ୍ୱତନ୍ତ୍ରତା ସେନାନୀ ମୌଲାନା ଅବୁଲ କାଲାମ ଆଜାଦଙ୍କ ୧୩୨ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ସଭାପତି କୃଷ୍ଣ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ମହମ୍ମଦ ଆସଲାମ ବିବରଣୀ ପ୍ରଦାନ ପରେ ସର୍ବଶ୍ରୀ ଜିତେନ୍ଦ୍ର ନାଥ ପଟ୍ଟନାୟକ, ଦେବୀ ପ୍ରସାଦ ମହାପାତ୍ର, ଡା.ଚନ୍ଦ୍ରମଣି ସ୍ବାଇଁ, ସୁବାସ ଚନ୍ଦ୍ର ପଟ୍ଟନାୟକ, ଇଂ ପ୍ରଫୁଲ କୁମାର ତ୍ରିପାଠୀ, ଗୋପାଳ କୃଷ୍ଣ ଡାକୁଆ ପ୍ରମୂଖ ଆଜାଦଙ୍କ ତ୍ୟାଗ, ଦେଶାତ୍ମବୋଧ ଓ ଭାରତୀୟ ଶିକ୍ଷାଜଗତକୁ ଦିଗଦର୍ଶନ ବିଷୟରେ ଆଲୋଚନା କରିବା ସହ ଆଜାଦଙ୍କ ମହାନୀୟତା ଦେଶ ପାଇଁ ତାଙ୍କର ଅବଦାନ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଶ୍ରୀମତୀ ଜୋତ୍ସ୍ନାରାଣୀ ସ୍ୱାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାର୍ତ୍ତିକ ପୂର୍ଣ୍ଣିମା ଡ଼ଙ୍ଗା ଭସେଇବାକୁ ଯାଇ ଯୁବକ ମୃତ୍ୟୁ

କାର୍ତ୍ତିକ ପୂର୍ଣ୍ଣିମା ଡ଼ଙ୍ଗା ଭସେଇବାକୁ ଯାଇ ଯୁବକ ମୃତ୍ୟୁ

Read More...

ଦାରିଙ୍ଗବାଡୀରେ ପରିବହନ ବିଭାଗର ଅସ୍ଥାୟୀ କାର୍ଯ୍ୟାଳୟ

ଦାରିଙ୍ଗବାଡୀରେ ପରିବହନ ବିଭାଗର ଅସ୍ଥାୟୀ କାର୍ଯ୍ୟାଳୟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: