ଆଜିଠାରୁ ବ୍ରାଜିଲରେ ୧୧ତମ ବ୍ରିକ୍ସ ଶିଖର ସମ୍ମିଳନୀ

November 13, 2019, ଦେଶଦୁନିଆ, , BHAGYAPRABHA NEWS
ଆଜିଠାରୁ ବ୍ରାଜିଲରେ ୧୧ତମ ବ୍ରିକ୍ସ ଶିଖର ସମ୍ମିଳନୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 13, 2019

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ମଙ୍ଗଳବାରଠାରୁ ବ୍ରାଜିଲରେ ପହଞ୍ଚିଛନ୍ତି। ବୁଧବାର ଏବଂ ଗୁରୁବାର ଦୁଇ ଦିନ ଧରି ବ୍ରାଜିଲର ରାଜଧାନୀ ବ୍ରାସିଲିୟାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ତେବେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ମିଳନୀରେ ଭାଗ ନେଇ ଆତଙ୍କବାଦ ବିରୋଧରେ ସହଯୋଗ ବୃଦ୍ଧି ଉପରେ ଫୋକସ କରିବେ ବୋଲି ଜଣାପଡ଼ିଛି।ମୋଦୀ କହିଛନ୍ତି, ବ୍ରିକ୍ସ ଶିଖର ସମ୍ମିଳନୀରେ ବିଶ୍ଵର ୫ଟି ବଡ଼ ଦେଶ ମଧ୍ୟରେ ଡିଜିଟାଲ ଅର୍ଥବ୍ୟବସ୍ଥା, ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ଵ ଦିଆଯିବ। ଏହା ସହିତ ଆତଙ୍କବାଦ ବିରୋଧରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି କରିବା ଲାଗି ଆଲୋଚନା ହେବ। ମୁଁ ଅନ୍ୟ ବ୍ରିକ୍ସ ନେତାମାନଙ୍କ ସହିତ ଅନେକ ବିଷୟ ଉପରେ ବ୍ୟାପକ ସହଯୋଗ ସମ୍ପର୍କରେ ଆଲୋଚନା କରିବା ନେଇ ଆଶାବାଦୀ ରହିଛି।ଆମ ବାଣିଜ୍ୟ ଏବଂ ଉଦ୍ୟୋଗ ଜଗତ ବ୍ରିକ୍ସ ଦେଶ ସମୁହ ମଧ୍ୟରେ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ସେ କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Read More...

ଦୁତିଙ୍କ ପରେ କେବିସିର ହଟ୍‌ ସିଟ୍‌ରେ ଡ.ଅଚ୍ୟୁତ ସାମନ୍ତ

ଦୁତିଙ୍କ ପରେ କେବିସିର ହଟ୍‌ ସିଟ୍‌ରେ ଡ.ଅଚ୍ୟୁତ ସାମନ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: