ରକ୍ତଦାନ କଲେ ଗଞ୍ଜାମ ଜିଲ୍ଲାପାଳ

November 14, 2019, ସ୍ବାସ୍ଥ୍ୟ, ଗଞ୍ଜାମ, BHAGYAPRABHA NEWS
ରକ୍ତଦାନ କଲେ ଗଞ୍ଜାମ ଜିଲ୍ଲାପାଳ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 14, 2019

ଗଞ୍ଜାମ ଜିଲ୍ଲାରେଗତ କିଛି ଦିନ ଧରି ଚାଲିଥିବା ମୋ ହସ୍ପିଟାଲ ମୋ ଗର୍ବ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ରକ୍ତ ଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ବିଗତ ଏକ ସପ୍ତାହ ଧରି ସମଗ୍ର ଜିଲ୍ଲାର ବିଭିନ୍ନ ଚିକିତ୍ସାକେନ୍ଦ୍ରରେ ଚାଲିଥିବାବେଳେ ଆଜି ବ୍ରହ୍ମପୁରସ୍ଥିତ ସିଟି ହସ୍ପିଟାଲରେ ଏହାର ଉଦାଯାପନୀ ହୋଇଯାଇଛି ।


1573710356.jpg


ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ସମସ୍ତ ହସ୍ପିଟାଲ ପରିସରକୁ ସ୍ୱଚ୍ଛ ରଖିବା ସହ ରୋଗୀ ସଚେତନତା କୁ ଗୁରୁତ୍ୱ ଦିଆଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ର କ୍ଷୟକ୍ଷତି ଆକଳନ କରିବେ କେନ୍ଦ୍ରୀୟ ଟିମ

ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ର କ୍ଷୟକ୍ଷତି ଆକଳନ କରିବେ କେନ୍ଦ୍ରୀୟ ଟିମ

Read More...

ରାୟଗଡା କାର୍କାମାର୍କା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

ରାୟଗଡା କାର୍କାମାର୍କା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: