ଗୁଗୁଲ ଡୁଡୁଲରେ ଶିଶୁ ଦିବସ ପାଳନ

November 14, 2019, ଦେଶଦୁନିଆ, , Srabani Nayak
ଗୁଗୁଲ ଡୁଡୁଲରେ ଶିଶୁ ଦିବସ ପାଳନ
Srabani Nayak
[ Desk Head ]
Bhagyaprabha News Bureau
November 14, 2019

ସମଗ୍ର ଦେଶରେ ଆଜି ପାଳିତ ହେଉଛି ଶିଶୁ ଦିବସ । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମଦିନକୁ ପ୍ରତିବର୍ଷ ଶିଶୁଦିବସ ଭାବେ ପାଳନ କରାଯାଇଥାଏ । ତେବେ ଆଜି ଗୁଗୁଲ ତାର ଡୁଡୁଲ ତିଆରି କରି ଏହି ଦିବସକୁ ପାଳନ କରିଛି । ଗୁଗୁଲ ତାର ଡୁଡୁଲରେ ପ୍ରାକୃତିକ ଦୃଶ୍ୟ , ପର୍ବତ , ଓ ପିଲାମାନେ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଜବାହାରଲାଲ ନେହେରୁଙ୍କୁ ପିଲାମାନେ ଚାଚା ନେହେରୁ ଭାବେ ସମ୍ବୋଧନା କରୁଥିଲେ । ଚାଚା ନେହେରୁ ପିଲାମାନଙ୍କୁ ବହୁତ ସ୍ନେହ କରୁଥିଲେ ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଧାନସଭାରେ ବଜେଟ ଉପସ୍ଥାପିତ

ବିଧାନସଭାରେ ବଜେଟ ଉପସ୍ଥାପିତ

Read More...

ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ର କ୍ଷୟକ୍ଷତି ଆକଳନ କରିବେ କେନ୍ଦ୍ରୀୟ ଟିମ

ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ର କ୍ଷୟକ୍ଷତି ଆକଳନ କରିବେ କେନ୍ଦ୍ରୀୟ ଟିମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: