ହସ୍ପିଟାଲରେ ଭର୍ତ୍ତି ହେଲେ ଉମା ଭାରତୀ

November 19, 2019, ଦେଶଦୁନିଆ, , BHAGYAPRABHA NEWS
ହସ୍ପିଟାଲରେ ଭର୍ତ୍ତି ହେଲେ ଉମା ଭାରତୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 19, 2019

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କୁ ଜୋଲିଗ୍ରାଣ୍ଟସ୍ଥିତ ହିମାଳୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଥିବା ଜଣାଯାଇଛି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିବାର ସୂଚନା ମିଳିଛି । ଉତ୍ତରାଖଣ୍ଡର ଋଷିକେଶରେ ଗୋଡ଼ଖସିଯିବାରୁ ତାଙ୍କ ପାଦରେ ଫେକଚର୍ ହୋଇଥିବା କୁହାଯାଉଛି। ସୁଚନାଯୋଗ୍ୟ, ରବିବାର ଅପରାହ୍ନରେ ଋଷିକେଶରେ ଥିବା ବ୍ରହ୍ମପୁରୀ ଆଶ୍ରମକୁ ଉମାଭାରତୀ ଯାଇଥିଲେ। ସେଠାରେ ସେ ଖସିପଡ଼ିଥିଲେ । ପ୍ରଥମେ ସେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ, କିନ୍ତୁ ପରେ ଏହା ବଢ଼ିବାରୁ ଗତକାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣା ସଂପର୍କରେ ନିଜେ ଉମାଭାରତୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଂସଦରେ ପ୍ରଦୂଷଣ ଉପରେ ହୋଇପାରେ ଆଲୋଚନା !

ସଂସଦରେ ପ୍ରଦୂଷଣ ଉପରେ ହୋଇପାରେ ଆଲୋଚନା !

Read More...

ହାପି ବାର୍ଥ ଡେ ସୁସ୍ମିତା ସେନ

ହାପି ବାର୍ଥ ଡେ ସୁସ୍ମିତା ସେନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: