ଶହୀହ ଲକ୍ଷ୍ମଣ ନାୟକଙ୍କ ଜନ୍ମଜୟନ୍ତୀ ପାଳିତ

November 22, 2019, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଶହୀହ ଲକ୍ଷ୍ମଣ ନାୟକଙ୍କ ଜନ୍ମଜୟନ୍ତୀ ପାଳିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
November 22, 2019

ଆଦିବାସୀ ନେତା ତଥା ସ୍ୱାଧିନେତା ସଂଗ୍ରମୀ ବୀର ଶହୀହ ଲକ୍ଷ୍ମଣ ନାୟକଙ୍କ ଆଜି ୧୨୧ତମ ଜନ୍ମଜୟନ୍ତୀ । ଏହି ଅବସରରେ ବ୍ରହ୍ମପୁରର ବିଭିନ୍ନ ସଙ୍ଗଠନ ପକ୍ଷରୁ ଲକ୍ଷ୍ମଣ ନାୟକଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଟାଟାବେଞ୍ଜସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସ୍କୁଲ ପରିସରରେ ଥିବା ଲକ୍ଷ୍ମଣ ନାୟକଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଏକ ସ୍ମୃତୀଚାରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାନ ସଂଘ ସଭାପତି ସୁଶାନ୍ତ ସାବତ , ସମାଜସେବୀ ଅବନୀ ଗୟା , ଭିସ୍ମାଚାର୍ଯ୍ୟ ଚୌଧୁରୀ , ପ୍ରଭାକର ସାହୁ ଙ୍କ ସମେତ ଅନୁଷ୍ଠାନ ଅଧିକାର ସୁରକ୍ଷା ମଞ୍ଚର ଓ ଓଡିଶା ରାଜ୍ୟ ଶୌଣ୍ଡିକ ସମାଜ ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର କାରାଗାରରେ ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତି ପାଳିତ

ବ୍ରହ୍ମପୁର କାରାଗାରରେ ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତି ପାଳିତ

Read More...

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା 'ପାଗଲପନ୍ତି'

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା 'ପାଗଲପନ୍ତି'

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: