୨୭ତମ ରାଜ୍ୟ ସ୍ଥରୀୟ ବଲ ବ୍ୟାଟମିଣ୍ଟନ ଖେଳରେ ଜଗତସିଂହପୁର ପ୍ରଥମ

November 26, 2019, ଖେଳ, କଟକ, Bhagyaprabha News Bureau
୨୭ତମ ରାଜ୍ୟ ସ୍ଥରୀୟ ବଲ ବ୍ୟାଟମିଣ୍ଟନ ଖେଳରେ ଜଗତସିଂହପୁର ପ୍ରଥମ
Bhagyaprabha News Bureau
November 26, 2019

କଟକ ଜିଲ୍ଲା ବାଙ୍କୀଠାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସ୍ଥରୀୟ ୨୭ତମ ବଲ ବ୍ୟାଟମିଣ୍ଟନ ପ୍ରତିଯୋଗୀତା । ଏହି ଖେଳରେ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାରୁ ଖେଳାଳୀ ମାନେ ଅଂଶ ଗ୍ରହଣ କରିଥିଲେ । ଉଭୟ ପୁରୁଷ ଓମହିଲା ଦଳର ବରିଷ୍ଠ ବର୍ଗର ଖେଳାଲୀ ମାନେ ଏଥିରେ ପ୍ରତିଯୋଗୀତା କରିଥିଲେ । ଏହି ଥର ବାଙ୍କୀରେ ଆୟୋଜିତ କାର୍ଯ୍ୟକ୍ରମକୁ ରାୟଗଡା ଜିଲ୍ଲା ବଲ ବ୍ୟାଟମିଣ୍ଟନ ସଂଘ ଏହାକୁ ଆୟୋଜନ କରିଥିବା ବେଳେ ଏହା ୪ଦିନ ଧରି ଚାଲିଥିଲା । ଏଥିରେ ଜଗତସିଂହପୁର ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଝାରସୁଗୁଡା ଦ୍ୱିତୀୟ ସ୍ଥାନ, ଖୋର୍ଦ୍ଧା ତୃତୀୟ ଓ ରାୟଗଡା ଚତୁର୍ଥ ସ୍ଥାନ ଅଧିକାର କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଞ୍ଜାମରେ ବନ୍ଦ ରହିବ ଘରୋି ବସ ସେବା

ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଞ୍ଜାମରେ ବନ୍ଦ ରହିବ ଘରୋି ବସ ସେବା

Read More...

ପରଲୋକରେ ତିବତିଆନ ଚିକିତ୍ସକ ୟେସି ଧୋନ୍ଦେନ

ପରଲୋକରେ ତିବତିଆନ ଚିକିତ୍ସକ ୟେସି ଧୋନ୍ଦେନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: