କାଟୋସାଟ୍‍-ଥ୍ରୀ ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଲଞ୍ଚ

November 27, 2019, ଦେଶଦୁନିଆ, , BHAGYAPRABHA NEWS
କାଟୋସାଟ୍‍-ଥ୍ରୀ ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଲଞ୍ଚ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 27, 2019

ପୁଣିଥରେ ଇତିହାସ ରଚନା କରିଛି ଇସ୍ରୋ । ଇସ୍ରୋ କାର୍ଟୋସାଟ୍-୩ ସହ ଆମେରିକାର ୧୩ଟି ନାନୋ ସାଟେଲାଇଟକୁ ଏକାଠି ଲଂଚ୍ କରିଥିବା ଜଣାପଡିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଶତୀସ ଧାବନ ସ୍ପେସ ସେଂଟରରୁ ଏହାକୁ ଲଂଚ୍ କରାଯାଇଥିବା ଦେଖିବାକୁ ମିଳିଛି । ଏହି ସେନାର ଗୁଇନ୍ଦା ସାଟେଲାଇଟକୁ ପିଏସଏଲଭି-ସି-୪୭ ଦ୍ୱାରା କକ୍ଷରେ ପହଁଚାଯିବ । ପିଏସଏଲଭି-ସି-୪୭ର ଏହା ହେଉଛି ୪୯ ତମ ଉଡାଣ । ଏହା କାର୍ଟୋସାଟ୍ -୩ ସହ ଆମେରିକାର କମର୍ସିଆଲ ଉଦ୍ଦେଶ୍ୟ ବିଶିଷ୍ଟ ୧୩ଟି ଛୋଟ ସାଟେଲାଇଟରୁ ମହାକାଶ ନେବ । କାର୍ଟୋସାଟ୍-୩ର କ୍ୟାମେରା ଏତେ ଶକ୍ତିଶାଳୀ ଯେ ଏହା ମହାକାଶରୁ ଭୂମିର ଗୋଟିଏ ଫୁଟରୁ କମ ଉଚ୍ଚତା କୌଣସୀ ବସ୍ତୁର ଫଟୋ ନେଇପାରିବ । ଏହି କ୍ୟାମେରା ଜରିଆରେ ଅତି କ୍ଷୁଦ୍ର ବସ୍ତୁକୁ ସ୍ପଷ୍ଟ ଭାବେ ଦେଖିହେବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଡସ୍ ,ମଧୁମେହ ଓ ଥାଇରେଡ ସଚେତନତା ପାଇଁ ପ୍ରସ୍ତୁତି ବୈଠକ

ଏଡସ୍ ,ମଧୁମେହ ଓ ଥାଇରେଡ ସଚେତନତା ପାଇଁ ପ୍ରସ୍ତୁତି ବୈଠକ

Read More...

ଆଲବାନିଆରେ ଭୂମିକମ୍ପ , ୧୩ ମୃତ

ଆଲବାନିଆରେ ଭୂମିକମ୍ପ , ୧୩ ମୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: