ଲୋକସଭାରେ ଇ- ସିଗାରେଟ ବିଲ ପାରିତ

November 28, 2019, ଦେଶଦୁନିଆ, , Srabani Nayak
ଲୋକସଭାରେ ଇ- ସିଗାରେଟ ବିଲ ପାରିତ
Srabani Nayak
[ Desk Head ]
Bhagyaprabha News Bureau
November 28, 2019

ଇ- ସିଗାରେଟର ଉତ୍ପାଦନ , ଆମଦାନି ଏବଂ ବଣ୍ଟନ କ୍ଷେତ୍ରରେ ବ୍ୟାନ୍‌ ଲଗାଇବାକୁ ଲୋକସଭାରେ ବିଲ୍‌ ପାରିତ ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ ନୁଆଁ ଫ୍ୟାସମନ ନାମରେ କିଛି କମ୍ପାନିୀ ଯୁବବର୍ଗକୁ ବିମୁଖ କରିବାକୁ ବସିଛନ୍ତି । ମାତ୍ର ଏହି ଆଇନ୍‌ ଯୁୁୁୁୁୁୁୁୁୁୁୁୁୁୁୁୁୁବପିଢିକୁ ବାଟକୁ ଆଣିବାରେ ସାହାୟକ ହେବ । ଇ- ସିଗାରେଟ୍‌ ( ଉତ୍ପାଦନ , ପ୍ରସ୍ତୁତି ,ଆମଦାନୀ , ରପ୍ତାନି ପରିବହନ, ବିକ୍ରି , ବଣ୍ଟନ , ମହଜୁଦ ) ଏବଂ ବିଲ୍‌ ୨୦୧୯ ସେପ୍ଟେମ୍ୱର ୧୮ ରେ ଆସିଥିବା ବିଧେୟକର ସ୍ଥାନ ନେବ । ଏହା ବିରୁଧରେ ବିରୋଧୀ ସଦସ୍ୟମାନେ ଆଣିଥିବା ଷ୍ଟାଚ୍ୟୁଟୋରୀ ସଂକଳ୍ପ ମୌଖିକ ଭୋଟରେ କାଟ୍‌ ଖାଇଥିଲା । ଲୋକସଭାରେ ମତ୍ରୀ ଡ. ହର୍ଷବର୍ଦ୍ଧନ ଉଦାହରଣ ଛଳରେ କହିଛନ୍ତି ଯେ ଜଣେ ଆଠ ମହାଲରୁ ପଡୁ ବା ୬ ମହଲାରୁ ପଡୁ ଆହାତ ହେବା ଥୟ । ତେଣୁ ନିଶା ନୁଆଁ ହେଉ କି ପୁରୁଣା ହେଉ , ଏହାକୁ ଯଥାର୍ଥତା ପ୍ରଦାନ କରିହେବ ନାହିଁ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟସଭାରେ ଆର୍ଥିକ ଅବସ୍ଥା ଉପରେ ବକ୍ତବ୍ୟ ରଖିଲେ ଅର୍ଥମନ୍ତ୍ରୀ

ରାଜ୍ୟସଭାରେ ଆର୍ଥିକ ଅବସ୍ଥା ଉପରେ ବକ୍ତବ୍ୟ ରଖିଲେ ଅର୍ଥମନ୍ତ୍ରୀ

Read More...

ଶପଥ ନେବେ ଉଦ୍ଧବ ଠାକରେ

ଶପଥ ନେବେ ଉଦ୍ଧବ ଠାକରେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: