ପ୍ରଦର୍ଶନକାରିଙ୍କ ଉପରେ ସୁରକ୍ଷା ବଳର ଗୁଳିଚାଳନା , ୪୫ ମୃତ

November 29, 2019, ଦେଶଦୁନିଆ, , BHAGYAPRABHA NEWS
ପ୍ରଦର୍ଶନକାରିଙ୍କ ଉପରେ ସୁରକ୍ଷା ବଳର ଗୁଳିଚାଳନା , ୪୫ ମୃତ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 29, 2019

ବେରୋଜଗାରୀ, ଜନ ସୁବିଧା ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରିଙ୍କ ଉପରେ ଇରାକ ସୁରକ୍ଷା ବଳରଆଖିବୁଜା ଗୁଳିଚାଳନା କରିବା ଫଳରେ ୪୫ଜଣଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ରିପୋର୍ଟ ଅନୁଯାୟୀ ଅତି କମରେ ୪୫ ଜଣ ପ୍ରଦର୍ଶନକାରୀଙ୍କୁ ଗୁଳି କରାଯିବା ଦ୍ୱାରା ମୃତ୍ୟୁ ହୋଇଛି। ନଜରରେ ଇରାନୀ ବାଣିଜ୍ୟ ଦୂତାବାସରେ ଅଗ୍ନିକାଣ୍ଡ ଘଟାଇଥିବାରୁ ଏହି ଘଟଣା ଘଟିଛି। ଦକ୍ଷିଣ ସହର ନାସିରିୟା ଅତି କମରେ ୨୯ଜଣଙ୍କର ଙ୍କର ମୃତ୍ୟୁ ହୋଇଛି। ଗୁରୁବାରଦିନ ସକାଳେ ଏକ ପୋଲକୁ ଅବରୁଦ୍ଧ କରୁଥିବା ପ୍ରଦର୍ଶନକାରିମାନେ ପୋଲିସ ଷ୍ଟେସନ ବାହରେ ଏକତ୍ର ହୋଇଥିଲେ ସେହି ସମୟରେ ପୁଲିସ ସେମାନଙ୍କ ଉପରେ ଗୁଳି ଚଳାଇଥିଲା। ଅନେକ ଏହି ଘଟଣାରେ ଆହତ ହୋଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫିଲ୍ମ ଫ୍ରାଇଡେ'ରେ ରିଲିଜ ହେଲା

ଫିଲ୍ମ ଫ୍ରାଇଡେ'ରେ ରିଲିଜ ହେଲା "କମାଣ୍ଡୋ- ୩"

Read More...

ନନ୍ଦନକାନନରେ ଆନାକୋଣ୍ଡା ମୃତ୍ୟୁ

ନନ୍ଦନକାନନରେ ଆନାକୋଣ୍ଡା ମୃତ୍ୟୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: