ଉର୍ଣ୍ଣାବ ପିଡୀତାଙ୍କୁ ନ୍ୟାୟ ଦାବୀରେ ସରକାରଙ୍କୁ ଘେରିଲେ ପ୍ରିୟଙ୍କା ଗାନ୍ଧୀ

December 07, 2019, ଦେଶଦୁନିଆ, , BHAGYAPRABHA NEWS
ଉର୍ଣ୍ଣାବ ପିଡୀତାଙ୍କୁ ନ୍ୟାୟ ଦାବୀରେ ସରକାରଙ୍କୁ ଘେରିଲେ ପ୍ରିୟଙ୍କା ଗାନ୍ଧୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
December 07, 2019

ହାଇଦ୍ରାବାଦ ପରେ ଉତ୍ତରପ୍ରଦେଶର ଉର୍ଣ୍ଣାବ କେସ,ଦୁଇଟି ଜାଙ୍କ ଘଟଣା ଦେଶରେ ଆଲୋଡନ ସୃଷ୍ଟି କରିବା ସହ ଏହି ମାମଲାକୁ ନେଇ ଦେଶରେ ସମସ୍ତଙ୍କ ଭିତରେ ଆକ୍ରୋସ ସୃଷ୍ଟି ହୋଇଛି। ଯେଉଁଭଳି ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରଙ୍କୁ ବଳାତ୍କାର ପରେ ପୋଡି ମାରି ଦିଆଯାଇଥିଲା। ସେହିପରି ଉତ୍ତରପ୍ରଦେଶ ଉର୍ଣ୍ଣାବରେ ମହିଳାଙ୍କୁ ହୋଇଥିବା ବଳତ୍କାର ଏବଂ ପୋଡି ମାରି ଦିଆଯିବା ମାମଲାରେ ପିଡିତା ଜଣଙ୍କ ଶୁକ୍ରବାର ଦିନ ବିଳମ୍ବିତ ରାତ୍ରିରେ ହସ୍ପିଟାଲରେ ଆଖି ବୁଜିଛନ୍ତି,କାରଣ ଦୁଷ୍କର୍ମ ହୋଇଥିବା ପିଡିତାଙ୍କର ଶରୀରର ୯୦ ଭାଗ ଅଂଶ ପୋଡିଯାଇଥିଲା। ଏବେ ଏହାକୁ ନେଇ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ସରକାରଙ୍କ ଉପରେ ବର୍ଷିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଲଗାତର ଭାବରେ ଦୁଇଟି ଟୁଇଟ ଯୋଗେ ଉର୍ଣ୍ଣାବ ଦୁଷ୍କର୍ମ ହୋଇଥିବା ପିଡିତାଙ୍କୁ ନ୍ୟାୟ ଦେବା ନେଇ ସରକାରଙ୍କର ଉପରେ ପ୍ରଶ୍ନ ଉଠାଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହିଳାଙ୍କ ସମ୍ମାନ ବିଷୟରେ ସାମ୍ପ୍ରଦାୟିକ ରଙ୍ଗ ଦେବା ଉଚିତ୍ ନୁହେଁ : ସ୍ମୃତି ଇରାନୀ

ମହିଳାଙ୍କ ସମ୍ମାନ ବିଷୟରେ ସାମ୍ପ୍ରଦାୟିକ ରଙ୍ଗ ଦେବା ଉଚିତ୍ ନୁହେଁ : ସ୍ମୃତି ଇରାନୀ

Read More...

ରାଜ୍ୟରେ ପ୍ରତିଷ୍ଠା ହେବ ୩ଟି ବିମାନବନ୍ଦର

ରାଜ୍ୟରେ ପ୍ରତିଷ୍ଠା ହେବ ୩ଟି ବିମାନବନ୍ଦର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: