ନାଗରିକତ୍ୱ ବିଲ୍‌କୁ ବିରୋଦ୍ଧ କରି ଉତ୍ତର ପୁର୍ବ ରାଜ୍ୟରେ ବିକ୍ଷୋଭ

December 12, 2019, ଦେଶଦୁନିଆ, , Srabani Nayak
ନାଗରିକତ୍ୱ ବିଲ୍‌କୁ ବିରୋଦ୍ଧ କରି  ଉତ୍ତର ପୁର୍ବ ରାଜ୍ୟରେ ବିକ୍ଷୋଭ
Srabani Nayak
[ Desk Head ]
Bhagyaprabha News Bureau
December 12, 2019

ଉଭୟ ଲୋକସଭା ଓ ରାଜ୍ୟସଭାରେ ନାଗରିକତ୍ୱ ସଂଶୋଧନ ବିଲ ପାରିତ ହେବା ପରେ ସମଗ୍ର ଉତ୍ତର ପୁର୍ବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାକୁ ବିରୋଦ୍ଧ କରି ଜୋରଦାର ବିକ୍ଷୋଭ କରିଛନ୍ତି । ସବୁଠାରୁ ଅଧିକ ବିରୋଧ ଆସାମରେ ଦେଖିବାକୁ ମିଳିଛି। ଆସମାର ଶହ ଶହ ଲୋକ ରାଜରାସ୍ତାକୁ ଓହ୍ଲାଇ ପୋଡାଜଳା ଓ ବିକ୍ଷୋଭ କରିଛନ୍ତି। ଆସାମ ଏବଂ ତ୍ରିପୁରାରେ ଆୟୋଜିତ ହେବାକୁ ଥିବା ରଣଜୀ ଟ୍ରଫି ମ୍ୟାଚ୍‌ ମଧ୍ୟ ବନ୍ଦ କରିଦିଆଯାଇଛି। ଆସାମର ଦିବ୍ରୁଗଡରେ ଏହାକୁ ନେଇ ବ୍ୟାପକ ହିଂସାକାଣ୍ଡ ଘଟିବାରୁ ଏବେ ସେଠାରେ କର୍ଫ୍ୟୁ ଜାରି କରାଯାଇଛି। ଆନ୍ଦୋଳନକାରୀମାନେ ହିଂସାକାଣ୍ଡ ଘଟାଇବାରୁ ପୁଲିସ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ତେବେ ସ୍ଥିତି ଅଣାୟାତ୍ତ ହେବାରୁ ସ୍ଥାନୀୟ ପୁଲିସ୍କୁ ସହଯୋଗ କରିବା ପାଇଁ ଆର୍ମିକୁ ମୁତୟନ କରାଯାଇଛି। ସିଏବିକୁ ବିରୋଧ କରି ଗୌହାଟୀରେ ଥିବା ପ୍ରାୟ ସମସ୍ତ କଲେଜର ହଜାର ହଜାର ଛାତ୍ରୀଛାତ୍ର ରାଜରାସ୍ତାକୁ ଓହ୍ଲାଇଛନ୍ତି।ହଜାର ହଜାର ଛାତ୍ରଛାତ୍ରୀ ଗୌହାଟୀ-ଶିଲଂ ରାସ୍ତାରେ ବିକ୍ଷୋଭ କରିବାରୁ ଯାତାୟାତ ଏକ ପ୍ରକାରର ବନ୍ଦ ହୋଇଯାଇଥିଲା।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାଇକେଲରେ ଅଫିସ୍‌ ଯିବେ ସରକାରୀ କର୍ମଚାରୀ : ପ୍ରେମ୍‌ଚାନ୍ଦ ଚୌଧୁରୀ

ସାଇକେଲରେ ଅଫିସ୍‌ ଯିବେ ସରକାରୀ କର୍ମଚାରୀ : ପ୍ରେମ୍‌ଚାନ୍ଦ ଚୌଧୁରୀ

Read More...

ଛାତ୍ରଛାତ୍ରୀଙ୍କୁ ପାଣି ବୋତଲ ବାଣ୍ଟିଲେ ସନ୍ତୋଷପୁର ସରପଞ୍ଚ

ଛାତ୍ରଛାତ୍ରୀଙ୍କୁ ପାଣି ବୋତଲ ବାଣ୍ଟିଲେ ସନ୍ତୋଷପୁର ସରପଞ୍ଚ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: