ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ପୁନଃବିଚାର

December 12, 2019, ଦେଶଦୁନିଆ, , BHAGYAPRABHA NEWS
ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ପୁନଃବିଚାର
BHAGYAPRABHA NEWS
[ INPUT ]
Bhagyaprabha News Bureau
December 12, 2019

ଆଜି ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଦାୟର କରାଯାଇଥିବା ପୁନର୍ବିଚାର ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ରାୟର ପୁନର୍ବିଚାର ନିମନ୍ତେ ମୁସ୍‌ଲିମ୍‌ ପକ୍ଷ ୭ଟି, ହିନ୍ଦୁ ମହାସଭା ପକ୍ଷରୁ ଗୋଟିଏ ଏବଂ ଅନ୍ୟ କେତେକ ବ୍ୟକ୍ତିଙ୍କ ପକ୍ଷରୁ ଆଉ କିଛି ପିଟିସନ ଦାୟର କରାଯାଇଥିଲା।ଆଜି ସୁପ୍ରିମକୋର୍ଟରେ ଏସମ୍ପର୍କିତ ୯ଟି ପିଟିସନର ଉପରେ ଶୁଣାଣି କରାଯିବ । ବିଚାରପତିଙ୍କ ଚାମ୍ବର ମଧ୍ୟରେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ପିଟିସନଗୁଡ଼ିକର ଶୁଣାଣି କରିବେ । ପୂର୍ବରୁ ସୁପ୍ରିମକୋର୍ଟ ଅଯୋଧ୍ୟା ବିବାଦ ମାମଲାରେ ଚୂଡାନ୍ତ ରାୟ ଦେଇ ସମ୍ପୂର୍ଣ୍ଣ ବିବାଦୀୟ ଭୂମିକୁ ରାମ ମନ୍ଦିର ନିର୍ମାଣ ନିମନ୍ତେ ହସ୍ତାନ୍ତର କରିବାକୁ କହିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉପାନ୍ତ ଅଞ୍ଚଳ ବୁଲି ଦେଖିଲେ ଗଞ୍ଜାମ ଜିଲ୍ଲାପାଳ

ଉପାନ୍ତ ଅଞ୍ଚଳ ବୁଲି ଦେଖିଲେ ଗଞ୍ଜାମ ଜିଲ୍ଲାପାଳ

Read More...

୫-ଟି ଯୋଜନାରେ ସାମିଲ ହେଲା ଉଚ୍ଚଶିକ୍ଷା ବିଭାଗ

୫-ଟି ଯୋଜନାରେ ସାମିଲ ହେଲା ଉଚ୍ଚଶିକ୍ଷା ବିଭାଗ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: