ରାମଲୀଳା ମଇଦାନରେ ରାଲିକୁ ଉଦ୍‌ବୋଧନ କରିବେ ମୋଦି

December 15, 2019, ଦେଶଦୁନିଆ, , BHAGYAPRABHA NEWS
 ରାମଲୀଳା ମଇଦାନରେ ରାଲିକୁ ଉଦ୍‌ବୋଧନ କରିବେ ମୋଦି
BHAGYAPRABHA NEWS
[ INPUT ]
Bhagyaprabha News Bureau
December 15, 2019

ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ। ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ଫେବୃୟାରୀରେ ଦିଲ୍ଲୀ ବିଧାନସଭାର ଶାସକ ଦଳ ଆମ ଆଦମୀ ପାର୍ଟି(ଏଏପି)ର କାର୍ଯ୍ୟକାଳ ସରୁଛି। ତେଣୁ ଏହା ପୂର୍ବରୁ ନିର୍ବାଚନକୁ ଆଖି ଆଗରେ ରଖି ଏବେଠାରୁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ଭାରତୀୟ ଜନତା ପାର୍ଟି (ଭାଜପା) ଏଥିପାଇଁ ତା'ର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରିବ ବୋଲି ଯୋଜନା ରଖିଛି। ଆସନ୍ତା ୨୨ ତାରିଖରେ ମୋଦି ରାମଲୀଳା ମଇଦାନରେ ଏକ ରାଲିକୁ ଉଦ୍‌ବୋଧନ ଦେଇ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳିଛି। କୁହାଯାଉଛି ଏଏପିକୁ ହରାଇବା ଲାଗି ଏଥର ଭାଜପା ଓ କଂଗ୍ରେସ କଠିନ ପରିଶ୍ରମ କରିପାରନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସର୍ଦ୍ଦାର ପଟେଲଙ୍କ ପୁଣ୍ୟତିଥି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ  ଶ୍ରଦ୍ଧାଞ୍ଜଳି

ସର୍ଦ୍ଦାର ପଟେଲଙ୍କ ପୁଣ୍ୟତିଥି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି

Read More...

ମିସ ୱାର୍ଲ୍ଡ ହେଲେ ଟୋନୀ ଏନ୍‌ ସିଂ

ମିସ ୱାର୍ଲ୍ଡ ହେଲେ ଟୋନୀ ଏନ୍‌ ସିଂ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: