ଭାରତୀୟ ନାଗରିକତା ପାଇବେ ସାରଦା ଶିତୱାନୀ

December 18, 2019, ଦେଶଦୁନିଆ, ବଲାଙ୍ଗୀର, Gupteswar Prusty
ଭାରତୀୟ ନାଗରିକତା ପାଇବେ ସାରଦା ଶିତୱାନୀ
Gupteswar Prusty
[ Reporter-balangir ]
Bhagyaprabha News Bureau
December 18, 2019

ନାଗରିକ ସଂଶୋଧନ ଆଇନ ପାରିତ ହେବା ପରେ ଗୋଟିଏପଟେ ସମଗ୍ର ଦେଶରେ ବିରୋଦ୍ଧର ଅଗ୍ନିବର୍ଷା ହେଉଥିବାବେଳେ ଅନ୍ୟପଟେ ଏହାକୁ ନେଇ ଖୁସି ଅଛନ୍ତି ବଲାଙ୍ଗିରରେ ରହୁଥିବା ପାକିସ୍ତାନ ନାଗରିକ ସାରଦା ଶିତୱାନି ।ସୁଚନାନୁସାରେ , ୩୦ ବର୍ଷ ପୂର୍ବରୁ ପାକିସ୍ତାନରେ ନିର୍ଯାତନା ସହିନପାରି ପାକିସ୍ତାନର ଘର, ଜମିବାଡ଼ି ଛାଡ଼ି ଭାରତକୁ ଆସି ଓଡ଼ିଶାର କୋରାପୁଟରେ ଆଶ୍ରୟ ନେଇଥିଲେ ସିତୱାନି ପରିବାର । ସାରଦା ସିତୱାନି ବଲାଙ୍ଗିର ସହରର ଠିକାଦାର ପଡାର ମହେଶ କୁଜ୍ରେକାଙ୍କୁ ବିବାହ କରିଛନ୍ତି । ପରିବାରରେ ୪ଜଣ ସଦସ୍ୟଙ୍କ ମଧ୍ୟରୁ ତିନିଜଣ ଭାରତୀୟ ହୋଇଥିବା ବେଳେ ସାରଦା ଶୀତୱାନୀଙ୍କ ପାଖରେ ପାକିସ୍ତାନୀ ପାସପୋର୍ଟ ରହିଛି। ସେମାନେ ହିନ୍ଦୁ ହୋଇଥିବାରୁ ପାକିସ୍ତାନରେ ଅନେକ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ। ହେଲେ ଦେଶରେ ଏବେ ନାଗରିକତା ଆଇନ ଲାଗୁ ହୋଇଥିବାରୁ ତାଙ୍କୁ ଏବେ ଭାରତୀୟ ନାଗରିକତା ମିଳିବାର ଆଶା ରଖିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିଜିଲାନ୍ସ ପଞ୍ଝାରେ ବିଡିଏ ଅଫିସର

ଭିଜିଲାନ୍ସ ପଞ୍ଝାରେ ବିଡିଏ ଅଫିସର

Read More...

ଜିଲ୍ଲା ସ୍ତରୀଯ ଜୁନିୟର ରେଡ଼କ୍ରସ ପ୍ରଶିକ୍ଷଣ ପରାମର୍ଶ ଶିବିର ଉଦଯାପିତ

ଜିଲ୍ଲା ସ୍ତରୀଯ ଜୁନିୟର ରେଡ଼କ୍ରସ ପ୍ରଶିକ୍ଷଣ ପରାମର୍ଶ ଶିବିର ଉଦଯାପିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: