ଭିଜିଲାନ୍ସ ଜାଲରେ ସରକାରୀ ବାବୁ

December 21, 2019, ଅପରାଧ, କେନ୍ଦୁଝର, BHAGYAPRABHA NEWS
ଭିଜିଲାନ୍ସ ଜାଲରେ ସରକାରୀ ବାବୁ
BHAGYAPRABHA NEWS
[ INPUT ]
Bhagyaprabha News Bureau
December 21, 2019

ପୁଣି ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଲେ ସରକାରୀ ବାବୁ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । କେନ୍ଦୁଝର ଭିଜିଲାନ୍ସ ଓ ସ୍ଥାନୀୟ ପୋଲିସର ମିଳିତ ସହଯୋଗରେ ସୁବଳଙ୍କ ବାସଭବନ ଓ ଅଫିସ ସମେତ ୯ଟି ସ୍ଥାନରେ ଚଢାଉ କରୁଛନ୍ତି ୨ଟି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ଏଯାବତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଭିଜିଲାନ୍ସ ଟିମ ଜବତ କରିଥିବା ନେଇ ସୂଚନା ମିଳିଛି।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରାକ୍ଟିସ୍‌ ପାଇଁ ବାରବାଟି ଯିବେ ଉଭୟ କ୍ରିକେଟ ଟିମ

ପ୍ରାକ୍ଟିସ୍‌ ପାଇଁ ବାରବାଟି ଯିବେ ଉଭୟ କ୍ରିକେଟ ଟିମ

Read More...

ନିର୍ଭୟାକୁ ନ୍ୟାୟ ଦାବୀରେ ମୌନବ୍ରତ କଲେ ଆନ୍ନା ହଜାରେ

ନିର୍ଭୟାକୁ ନ୍ୟାୟ ଦାବୀରେ ମୌନବ୍ରତ କଲେ ଆନ୍ନା ହଜାରେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: