ଭିଜଲାନ୍ସ ପଞ୍ଝାରେ ଜେଇ

December 30, 2019, ଅପରାଧ, ଜଗତସିଂହପୁର, BHAGYAPRABHA NEWS
ଭିଜଲାନ୍ସ ପଞ୍ଝାରେ ଜେଇ
BHAGYAPRABHA NEWS
[ INPUT ]
Bhagyaprabha News Bureau
December 30, 2019

ଜଗତସିଂହପୁର ଇଲେକ୍ଟ୍ରି ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଜେଇ ଦିପ୍ତୀ ପ୍ରକାଶ ସ୍ୱାଇଁଙ୍କ ଅଫିସ୍‌ ସମେତ ୫ଟି ସ୍ଥାନରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ଭିଜିଲାନ୍ସ ଡିଏସ୍‌ପି ବନମାଳୀ ଧଳ ଓ ଇନ୍‌ସପେକ୍ଟର ହେମନ୍ତ କୁମାରଙ୍କ ନେତୃତ୍ୱରେ ଚଢାଉ କରାଯାଇଛି । ଚଢାଉ ବେଳେ କିଛି ଟଙ୍କା ଓ କାଗଜପତ୍ର ଜବତ ହୋଇଛି ।ଦୀପ୍ତିଙ୍କ ବିସିପାତଳସ୍ଥିତ ପୈତୃକ ବାସଭବନ, ଗୋପାଳ ସାଗର ନୂଆ ଘର, ଶ୍ୱଶୁର ଘର, ସେସୁ ଅଫିସ ସହିତ ୫ଟି ସ୍ଥାନରେ ଏକସଙ୍ଗରେ ଚଢ଼ାଉ କରାଯାଉଛି। ଜଗତ୍‌ସିଂହପୁର ଓ କଟକ ଭିଜିଲାନ୍ସର ମିଳିତ ସହଯୋଗରେ ଏହି ଚଢ଼ାଉ କରାଯାଉଛି। ଚଢ଼ାଉବେଳେ ଦୀପ୍ତିଙ୍କ ବ୍ୟାଙ୍କ ପାସବୁକ, କାଗଜପତ୍ର, ସୁନା ଗହଣା ଓ ନଗଦ ଟଙ୍କା ଜବତ କରାଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହିଳା ସାମ୍ଵାଦିକଙ୍କୁ ଆକ୍ରମଣ ଘଟଣାରେ କଂଗ୍ରେସର ଦୃଢ ନିନ୍ଦା

ମହିଳା ସାମ୍ଵାଦିକଙ୍କୁ ଆକ୍ରମଣ ଘଟଣାରେ କଂଗ୍ରେସର ଦୃଢ ନିନ୍ଦା

Read More...

ପାଟଣାଗଡରେ ଗୁଳିମାଡ , କାରଣ ଅସ୍ପଷ୍ଟ

ପାଟଣାଗଡରେ ଗୁଳିମାଡ , କାରଣ ଅସ୍ପଷ୍ଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: