ନବ ବର୍ଷକୁ ନିଆରା ଢଙ୍ଗରେ ପାଳିଲେ ବ୍ରହ୍ମପୁର ବିଧାୟକ

January 01, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ନବ ବର୍ଷକୁ ନିଆରା ଢଙ୍ଗରେ ପାଳିଲେ ବ୍ରହ୍ମପୁର ବିଧାୟକ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
January 01, 2020

ନବବର୍ଷ ଅବସରରେ ବ୍ରହ୍ମପୁରକୁ ସରସ ସୁନ୍ଦର କରି ଗଢି ତୋଲିବାର ସଂକଳ୍ପ ନେବା ସହ ନଗରବାସୀଙ୍କୁ ୧ ହଜାର ଚାରା ବାଣ୍ଟିଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ବୃକ୍ଷ ରୋପଣ ମାଧ୍ୟମରେ ପରିବେଶକୁ ସୁରକ୍ଷିତ ରଖିବା ସହ ପ୍ପାରଦୁଷଣର ମାତ୍ରାକୁ କମାଇ ଯାଇପାରିବ ବୋଲି ବ୍ରହ୍ମପୁର ବିଧାୟକ କହିଥିଲେ । ତେବେ ନୂତନ ବର୍ଷ ଅବସରରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସୁଥିବା ବ୍ୟକ୍ତିମାନଙ୍କୁ ବିଧାୟକ ନିଜର ବାସଭବନରେ ଏହି ଚାରା ବୃକ୍ଷ ବାଣ୍ଟୁଛନ୍ତି । ତେବେ ଏଥିରୁ ବିଧାୟକ ପରିବେଶ ସୁରକ୍ଷା ପ୍ରତି କେତେ ମାତ୍ରାରେ ସଚେତନତା ଅଛନ୍ତି ତାହା ଦେଖିବାକୁ ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଦ୍ମନାଭପୁରରେ ସତରଞ୍ଜି ବୈଠକ ଅନୁଷ୍ଠିତ

ପଦ୍ମନାଭପୁରରେ ସତରଞ୍ଜି ବୈଠକ ଅନୁଷ୍ଠିତ

Read More...

ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଦାମବାବୁଙ୍କ ଶୁଭେଚ୍ଛା

ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଦାମବାବୁଙ୍କ ଶୁଭେଚ୍ଛା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: