ଜାନୁଆରୀ ୩୧ରୁ କ୍ୟାବିନେଟରେ ବଜେଟ ଅଧିବେଶନ

January 09, 2020, ରାଜନୀତି, , BHAGYAPRABHA NEWS
ଜାନୁଆରୀ ୩୧ରୁ କ୍ୟାବିନେଟରେ ବଜେଟ ଅଧିବେଶନ
BHAGYAPRABHA NEWS
[ INPUT ]
Bhagyaprabha News Bureau
January 09, 2020

ଜାନୁଆରୀ ୩୧ରୁ ସଂସଦୀୟ ବ୍ୟାପାରର କ୍ୟାବିନେଟ କମିଟି ବଜେଟ ଅଧିବେଶନ ଆରମ୍ଭ କରିବାକୁ ଅନୁମୋଦନ ଦେଇଛି। ଜାନୁଆରୀ ୩୧ରୁ ଏପ୍ରିଲ ୩ମଧ୍ୟରେ ବଜେଟ ଅଧିବେଶନ ୨ଟି ପର୍ଯ୍ୟାୟରେ ଚଳାଇବାକୁ ଅନୁମୋଦନ ମିଳିଛି। ଫେବୃଆରୀ ୧ ତାରିଖରେ ସାଧାରଣ ବଜେଟ ଉପସ୍ଥାପନ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୩୧ ରୁ ଫେବୃଆରୀ ୧୧ ଯାଏଁ ଚାଲିବ।ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଏହା ମାର୍ଚ୍ଚ ୨ ରୁ ଆରମ୍ଭ ହୋଇ ଏପ୍ରିଲ ୩ ରେ ଶେଷ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଏହା ପ୍ରଥମ ପୂର୍ଣ୍ଣ ବଜେଟ ହେବ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଠାରୁ ୩ ଦିନ ଯାଏଁ ବର୍ଷା ସମ୍ଭାବନା

ଆଜି ଠାରୁ ୩ ଦିନ ଯାଏଁ ବର୍ଷା ସମ୍ଭାବନା

Read More...

ହାପି ବାର୍ଥ ଡେ ଫରହା ଖାଁ

ହାପି ବାର୍ଥ ଡେ ଫରହା ଖାଁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: