ସହାୟତାର ହାତ ବଢାଇଲେ ୟୁପିର ବିଧାୟକ

February 19, 2019, ଦେଶଦୁନିଆ, , Bhagyaprabha News Bureau
ସହାୟତାର ହାତ ବଢାଇଲେ ୟୁପିର ବିଧାୟକ
Bhagyaprabha News Bureau
February 19, 2019

ଦେଶପାଇଁ ସହୀଦ୍‌ ହୋଇଥିବା ୧୨ଜଣ ସହୀଦ ଯବାନଙ୍କ ପରିବାରଙ୍କୁ ସାହାର୍ଯ୍ୟର ହାତ ବଢାଇଛନ୍ତି ୟୁପିର ବିଧାୟକମାନେ । ଏକ ମାସର ବେତନ ଦେବା ଲାଗି ଘୋଷଣା କରିଛନ୍ତି ରାଜ୍ୟ ବିଧାନସଭାରେ । ସୋମବାର ଦିନ ହୋଇଥିବା ବଜେଟ୍‌ ସେସନର ଅନ୍ତିମ ଦିନରେ ରାମ ଗୋବିନ୍ଦ ଚୌଧୁରୀ ଏକ ପ୍ରସ୍ତାବ ରଖିଥିଲେ । ଯାହାକୁ ଗୃହରେ ଥିବା ସମସ୍ତ ସଦସ୍ୟ ମାନିନେଇଥିଲେ ।ସଂସଦୀୟ ବ୍ୟପାର ମନ୍ତ୍ରୀ ସୁରେନ୍ଦ୍ର ଖାନ୍ନା ନିଜେ ଏକ ମାସର ବେତନ ଦେବାକୁ ଘୋଷଣା କରିଛନ୍ତି । ତେବେ ବିଧାୟକମାନଙ୍କର ଏକ ମାସର ବେତନ ୨୫,୦୦୦ଟଙ୍କା ଓ ଭତ୍ତା ମିଶାଇଲେ ଏହା ଏକମାସରେ ୧.୯୭ଲକ୍ଷ ଟଙ୍କା ଦିଆଯାଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦୧୯ ଆଇପିଏଲ ପାଇଁ କାର୍ଯ୍ୟସୂଚୀ

୨୦୧୯ ଆଇପିଏଲ ପାଇଁ କାର୍ଯ୍ୟସୂଚୀ

Read More...

ବ୍ରହ୍ମପୁରରେ ଆରମ୍ଭ ହେଲା ନିଯୁକ୍ତି ମେଳା

ବ୍ରହ୍ମପୁରରେ ଆରମ୍ଭ ହେଲା ନିଯୁକ୍ତି ମେଳା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: