ହାପି ବାର୍ଥ ଡେ ନୀଲ ନୀତିନ ମୁକେଶ

January 15, 2020, ମନୋରଞ୍ଜନ, , BHAGYAPRABHA NEWS
ହାପି ବାର୍ଥ ଡେ ନୀଲ ନୀତିନ ମୁକେଶ
BHAGYAPRABHA NEWS
[ INPUT ]
Bhagyaprabha News Bureau
January 15, 2020

ବଲିଉଡ୍‌ ଷ୍ଟାର ନୀଲ୍‌ ନୀତିନ୍‌ ମୁକେଶ ବୁଧବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୨ ଜାନୁୟାରୀ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନୀଲଙ୍କ ସହିତ ସୋନମ୍‌ ଚୌହ୍ବାନଙ୍କର ପ୍ରେମ ସମ୍ପର୍କ ନେଇ ବଲିଉଡ୍‌ ବେଶ୍‌ ଚର୍ଚ୍ଚା ହୋଇଥିଲା। ନୀଲ୍‌ ୩-ଜି ଫିଲ୍ମରେ ସୋନମ୍‌ ସହିତ ସ୍କ୍ରିନ୍‌ ଶେୟାର କରିଥିଲେ। ଏହି ଫିଲ୍ମରେ ଉଭୟଙ୍କର ୩୦ଟି କିସିଂ ସିନ୍‌ ଥିଲା। ଏହାକୁ ନେଇ ଫିଲ୍ମଟି ବେଶ୍‌ ଚର୍ଚ୍ଚାରେ ରହିଥିଲା। ଦର୍ଶକ କେବଳ ଏହି କିସିଂ ସିନ୍‌ ପାଇଁ ହଲ୍‌କୁ ଯାଉଥିବା କୁହାଯାଇଥିଲା। ଏହାପରେ ନୀଲ୍‌ ୨୦୧୭ରେ ରୁକ୍ମିଣୀ ଶାହାୟଙ୍କୁ ବିବାହ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Read More...

୫୩ ବର୍ଷରେ ସାଉଥ ସୁନ୍ଦରୀ ଭାନୁପ୍ରିୟା

୫୩ ବର୍ଷରେ ସାଉଥ ସୁନ୍ଦରୀ ଭାନୁପ୍ରିୟା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: