୪୫ ବର୍ଷରେ ପଦାର୍ପଣ କଲେ ମୋନିକା ବେଦୀ

January 18, 2020, ମନୋରଞ୍ଜନ, , Srabani Nayak
୪୫ ବର୍ଷରେ ପଦାର୍ପଣ କଲେ ମୋନିକା ବେଦୀ
Srabani Nayak
[ Desk Head ]
Bhagyaprabha News Bureau
January 18, 2020

ବଲିଉଡ୍‌ ଷ୍ଟାର ମୋନିକା ବେଦୀ ଆଜି ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୫ ମସିହା ଆଜିର ଦିନରେ ପଞ୍ଜାବ ହୋସିଆରପୁର ଜିଲା ଛେବଓ୍ବାଲଠାରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଅଜଣା କଥା -


- ବଲିଉଡ୍‌ରେ ପାଦ ଦେବା ସହିତ ଅଣ୍ଡରଓ୍ବାଲ୍ଡ୍‌ ଡନ୍‌ ଆବୁ ସାଲେମ୍‌ଙ୍କ ତାଙ୍କର ନିବିଡ଼ତା ବଢ଼ିବାରେ ଲାଗିଥିଲା। ଆବୁ ସାଲେମ୍‌ଙ୍କ ସହିତ ସମ୍ପର୍କ ନେଇ ସେ ଜେଲ୍‌ ଯାଇଥିଲେ। ନକଲି ପାସପୋର୍ଟ ମାମଲାରେ ଭୋପାଳ ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ଜେଲ୍‌ରେ ସମସ୍ତେ ଥିଲେ ତାଙ୍କର ଦିଓ୍ବାନା। ତାଙ୍କ ପାଇଁ ସ୍ପେଶାଲ ଷ୍ଟାର ହୋଟେଲରୁ ଖାଦ୍ୟ ମଗାଯାଉଥିଲା।


- ସେହିପରି ମୋନିକାଙ୍କ ବାର୍ଥରୁମ୍‌ରେ ସିସିଟିଭି କ୍ୟାମେରା ଲଗାଯିବା ଅଭିଯୋଗ ମଧ୍ୟ ହୋଇଥିଲା। ତତ୍‌କାଳୀନ ଜେଲର ପୁରୁଷୋତ୍ତମ ସୋମକୁମ୍ବର ଏପରି କରି ମୋନିକାଙ୍କ ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କରିବାର ପ୍ରୟାସ କରୁଥିବା ଅଭିଯୋଗ ହୋଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଲାଙ୍ଗୀରରେ ସଡକ ସୁରକ୍ଷା ସଚେତନତା ସପ୍ତାହ ଉଦଯାପନୀ ଉତ୍ସବ ପାଳିତ

ବଲାଙ୍ଗୀରରେ ସଡକ ସୁରକ୍ଷା ସଚେତନତା ସପ୍ତାହ ଉଦଯାପନୀ ଉତ୍ସବ ପାଳିତ

Read More...

ଶତୃସୋଲ ଓଡିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଶତୃସୋଲ ଓଡିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: