ଆସନ୍ତା କାଲି ଓଡିଶା ବନ୍ଦ

February 20, 2019, ଓଡ଼ିଶା, , Bhagyaprabha News Bureau
ଆସନ୍ତା କାଲି ଓଡିଶା ବନ୍ଦ
Bhagyaprabha News Bureau
February 20, 2019

୨୧ରେ ନବ ନିର୍ମାଣ କୃଷକ ସଂଗଠନ ଓଡିଶା ବନ୍ଦ ଡାକରାକୁ କାର୍ଯ୍ୟକାରୀ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୃଷି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ।ମାଟ୍ରିକ ପରୀକ୍ଷାକୁ ଆଖି ଦୃଷ୍ଟିରେ ରଖି ରାଜ୍ୟ ସରକାର ବନ୍ଦ ଡାକରା କୁ ପ୍ରତ୍ୟାହାର କରିବା ପାଇଁ ଅକ୍ଷୟ କୁମାର କୁ କହିଛନ୍ତି ସଂଗଠନ ସହିତ କୌଣସି ଆଲୋଚନା ନକରି ଦୁଇ ଦିନ ଧରି ପ୍ରେସ୍‍ ରିଲିଜ ଜାରି କରିବାରେ ଲାଗିଛନ୍ତି । ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି । ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବାରୁ ପ୍ରଶ୍ନପତ୍ର ପହଞ୍ଚିବାରେ କୌଣସି ସମସ୍ୟା ଉପୁଜିବ ନାହିଁ ।ସରକାର ଚାହିଁଳେ ସକାଳ ସୁଦ୍ଧା ସମସ୍ତ ଜିଲ୍ଲାରେ ପ୍ରଶ୍ନପତ୍ର ପହଞ୍ଚାଇ ପାରିବେ । ପରିକ୍ଷାର୍ଥୀ ମାନେ ସେହିଭଳି ବନ୍ଦ ସମୟରେ କୌଣସି ଯାନବାହାନରେ ପ୍ରଶ୍ନପତ୍ର, ଶିକ୍ଷକ କିମ୍ବା ପରୀକ୍ଷାର୍ଥୀ ଥିଲେ ସେମାନଙ୍କୁ ସୁରୁଖୁରୁରେ ଘଟଣାସ୍ଥଳରେ ପହଞ୍ଚାଇ ଦେବାପାଇଁ କର୍ମକର୍ତ୍ତମାନଙ୍କୁ କୁହାଯାଇଛି । ନବ ନିର୍ମାଣ କୃଷକ ସଂଘଠନ କୁ ଉଭୟ ବିଜେପି ଓ କଂଗ୍ରେସ ସମର୍ଥନ କରିବେ ସେମାନଙ୍କୁ ସଂଘଟନ ତରଫରୁ ସ୍ୱାଗତ କରାଯିବ । ଆସନ୍ତା ୨୨ ତାରିଖରେ ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ସରକାର ୨ଦିନ ଧରି କୃଷକ ସଂଗଠନକୁ ଅନୁରୋଧ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇସିସିର ବୈଠକ ଉପରେ କ୍ରିକେଟ୍‌ ପ୍ରେମୀଙ୍କ ନଜର

ଆଇସିସିର ବୈଠକ ଉପରେ କ୍ରିକେଟ୍‌ ପ୍ରେମୀଙ୍କ ନଜର

Read More...

ପୁଲ୍‌ଓ୍ୱାମା ଆତଙ୍କୀ ହମଲାକୁ ଦୃଢ ନିନ୍ଦା କଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ପୁଲ୍‌ଓ୍ୱାମା ଆତଙ୍କୀ ହମଲାକୁ ଦୃଢ ନିନ୍ଦା କଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: