ସାହସିକତା ପାଇଁ ଓଡ଼ିଶା ପୋଲିସକୁ ମିଳିବ ୧୦ ପଦକ

January 25, 2020, ଓଡ଼ିଶା, , Bhagyaprabha News Bureau
ସାହସିକତା ପାଇଁ ଓଡ଼ିଶା ପୋଲିସକୁ ମିଳିବ ୧୦ ପଦକ
Bhagyaprabha News Bureau
January 25, 2020

ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପୁଲିସ ମେଡାଲ ଘୋଷଣା ହୋଇଛି। ତିନୋଟି ବର୍ଗରେ ଓଡିଶାରୁ ମୋଟ୍ ୨୯ ଜଣ ପୁଲିସ ମେଡାଲ ପାଇବେ। ସାହସିକତା ପାଇଁ ୧୬ ଜଣ ପୁଲିସ କର୍ମଚାରୀ ମେଡାଲ ପାଇବେ ସେଥିମଧ୍ୟରୁ ଓଡ଼ିଶାର ୧୦ ଜଣଙ୍କୁ ମିଳିବ ଏହି ପଦକ | ମାଓବାଦୀଙ୍କ ସହ ଲଢ଼େଇ ପାଇଁ ୧୦ ଜଣଙ୍କୁ ମିଳିବ ପଦକ | ମାଲକାନଗିରିର ସିନ୍ଦୂରପାଲି ଜଙ୍ଗଲରେ ୨୦୧୮ରେ ଲଢ଼ିଥିଲେ । ସେହିପରି ବିଶିଷ୍ଟ ସେବା ପାଇଁ ୨ ଜଣ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣ ମେଡାଲ ପାଇବେ। ଏଡିଜି ଆର୍.ପି କୋଚେ ଏବଂ ଭିଜିଲାନ୍ସ ଏଏସଆଇ ମନୋରଞ୍ଜନ ସାମଲଙ୍କୁ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯିବ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୟଙ୍କର ଭାବେ ବ୍ୟାପିଚାଲିଛି 'କରୋନା' ଭାଇରସ

ଭୟଙ୍କର ଭାବେ ବ୍ୟାପିଚାଲିଛି 'କରୋନା' ଭାଇରସ

Read More...

ଆସନ୍ତାକାଲି କିଏ କେଉଁଠି ପତାକା ଉତ୍ତୋଳନ କରିବେ

ଆସନ୍ତାକାଲି କିଏ କେଉଁଠି ପତାକା ଉତ୍ତୋଳନ କରିବେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: