ଅନିଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟର ଝଟ୍କା‌

February 20, 2019, ଦେଶଦୁନିଆ, , Bhagyaprabha News Bureau
ଅନିଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟର ଝଟ୍କା‌
Bhagyaprabha News Bureau
February 20, 2019


ଭାରତର ରିଲାଏନ୍ସ ଗ୍ରୁପର ମୁଖ୍ୟ ଅନିଲ ଅମ୍ବାନୀକୁ ସୁପ୍ରିମକୋର୍ଟରୁ ବଡ ଝଟକା । ଏରିକ୍ସନ କମ୍ପାନୀକୁ ବକୟା ୫୫୦ କୋଟି ଦେବା ମାମଲାରେ ସବୋର୍ଚ୍ଚ ଅଦାଳତ ଏରିକ୍ସନ ଇଣ୍ଡିଆର ଆବେଦନର ଶୁଣାଣି କରି ଅନିଲ ଅମ୍ୱାନୀଙ୍କ ସହ ତାଙ୍କ କମ୍ପାନୀର ଦୁଇ ନିର୍ଦ୍ଦେଶକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଯଦି ଅମ୍ବାନୀ ଏହି ଟଙ୍କାକୁ ୪ ସପ୍ତାହ ମଧ୍ୟରେ ନଦିଅନ୍ତି ତେବେ ତାଙ୍କୁ ଜେଲ ଯିବାକୁ ପଡିପାରେ । ଏହି ମାମଲା ର ସୁପ୍ରିମ କୋର୍ଟ ରେ ୩ଟି ଅବମାନନା ମାମଲା ରୁଜୁ କରିଥିଲେ ।୪୫୩ କୋଟି ଟଙ୍କା ଦେବାକୁ ସୁପ୍ରିମ କୋର୍ଟ କହିଛନ୍ତି । । ଯଦି ସମୟସୀମା ମଧ୍ୟରେ ଏହି ରାଶିକୁ ନଦିଅନ୍ତି ତେବେ ତିନି ଜଣଙ୍କୁ ତିନି ତିନି ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ରିଲଜ୍‌ ହେଲା ‘ଫଟୋଗ୍ରାଫ୍’ର ଟ୍ରେଲର

ଆଜି ରିଲଜ୍‌ ହେଲା ‘ଫଟୋଗ୍ରାଫ୍’ର ଟ୍ରେଲର

Read More...

ଆଇସିସିର ବୈଠକ ଉପରେ କ୍ରିକେଟ୍‌ ପ୍ରେମୀଙ୍କ ନଜର

ଆଇସିସିର ବୈଠକ ଉପରେ କ୍ରିକେଟ୍‌ ପ୍ରେମୀଙ୍କ ନଜର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: