ଅଧିକାର ପାଇବା ପାଇଁ ପ୍ରଶାସନର ଦ୍ବାରସ୍ଥ୍ୟ ଗ୍ରାମବାସୀ

January 27, 2020, ଅପରାଧ, ଗଞ୍ଜାମ, Swadhina Kumar Sahu
ଅଧିକାର ପାଇବା ପାଇଁ ପ୍ରଶାସନର ଦ୍ବାରସ୍ଥ୍ୟ ଗ୍ରାମବାସୀ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
January 27, 2020

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମଳାଗୁମ୍ମା ପଞ୍ଚାୟତର ନୂଆଗୁମ୍ମା ଅଞ୍ଚଳରେ ବସବାସ କରୁଥିବା ୧୨ଜଣରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଅନ୍ନପୁର୍ଣ୍ଣା ଓ ଅନ୍ତର୍ଦେୟ ଯୋଯନାରେ ନାମ ଲଗାଇବା ପାଇଁ ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ ସମୟ ଧରି ପ୍ରଶାସନର ଦ୍ବାରସ୍ଥ୍ୟ ହେଉଥିଲେ ମଧ୍ୟ ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ । ନିଜର ଅଧିକାର ପାଇବା ପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ହାଇକୋର୍ଟର ଦ୍ବାରସ୍ଥ୍ୟ ହୋଇଛନ୍ତି ଏହି ଗ୍ରମାବାସୀ । ତେବେ ବର୍ତ୍ତମାନ ହାଇକୋର୍ଟ ପକ୍ଷରୁ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ପରାମର୍ଶ ଦେବାପରେ ମଧ୍ୟ ଜିଲ୍ଲା ପ୍ରଶାସନ ତାଙ୍କ କଥାକୁ ଅବମାନନା କରିଚାଲିଛି । ତେବେ ସୋମବାର ଜିଲ୍ଲାପାଳଙ୍କ ବ୍ରହ୍ମପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଅଭିଯୋଗ ଶୁଣାଣୀରେ ଯୋଗଦେବା ପରେ ଜିଲ୍ଲାପାଳ ତାଙ୍କ ସମସ୍ୟା ଶୁଣି ତାଙ୍କୁ ଗ୍ରାମରେ ଯେ କୌଣସି କାମ ଆରମ୍ଭ କହିଥିଲେ ଓ ସେଥିପାଇଁ ଲୋନ ଦିଆଯିବ ବୋଲି କହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ପତିତପାବନ କ୍ଲବ ବିଜୟ

ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ପତିତପାବନ କ୍ଲବ ବିଜୟ

Read More...

ପି ଏମ ଉଚ୍ଚ ବିଦ୍ୟାଳୟରେ ୭୧ତମ ଗଣତନ୍ତ୍ର ଦିବସ ପାଳିତ

ପି ଏମ ଉଚ୍ଚ ବିଦ୍ୟାଳୟରେ ୭୧ତମ ଗଣତନ୍ତ୍ର ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: