ସ୍ତ୍ରୀଙ୍କୁ ମାଡ଼ମାରି ସ୍ଵାମୀ ଗିରଫ।

January 31, 2020, ଅପରାଧ, ଗଞ୍ଜାମ, Kiran Behera
ସ୍ତ୍ରୀଙ୍କୁ ମାଡ଼ମାରି ସ୍ଵାମୀ ଗିରଫ।
Kiran Behera
[ Reporter,Digapahandi ]
Bhagyaprabha News Bureau
January 31, 2020

ଦିଗପହଣ୍ଡି ବ୍ଲକ ଜକର ଗ୍ରାମର ଗୋପୀନାଥ ମହାନ୍ତି ତାଙ୍କ ପତ୍ନୀ ଶିବାନୀଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗରେ କେ. ନୂଆଗାଁ ପୋଲିସ ସ୍ବାମୀ ଗୋପୀନାଥଙ୍କୁ ଗିରଫ କରିଥିବା ଜଣାପଡିଛି । ଖବରପ୍ରକାରେ , ଗୋପୀନାଥ ତାଙ୍କ ସ୍ତ୍ରୀ ଶିବାନୀଙ୍କୁ ବୁଧବାର ରାତିରେ ନିଶାସକ୍ତ ଅବସ୍ଥାରେ ନିର୍ଦ୍ଧୁମ ମାଡ଼ ମାରିଥିଲେ । ଏନେଇ ଶିବାନୀ କେ.ନୂଆଗାଁ ଥାନାରେ ଏକ ଲିଖିତ ଅବିଯୋଗ କରିଥିଲେ । ଶିବାନୀଙ୍କ ଏତଲାକୁ ଭିତ୍ତି କରି ଥାନା ମାମଲା ନଂ ୧୮/୨୦ ଦଫା - ୩୨୩/୫୦୬/୪୯୮(କ) ଅନୁଯାୟୀ ଅଭିଯୁକ୍ତ ସ୍ଵାମୀଙ୍କ ବିରୋଧରେ ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି। ଗତ କିଛିଦିନ ହେଲା ଗୋପୀନାଥ ତାଙ୍କ ସ୍ତ୍ରୀଙ୍କୁ ଅକଥନୀୟ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ସହ ବିଭିନ୍ନ ସମୟରେ ମାଡ଼ ମାରି ଆସୁଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ ଆଇ ଜ୍ଞାନରଞ୍ଜନ ସେଠୀ ଜଣାଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମଭାଷା ସାହିତ୍ୟ ସଂସଦ ପକ୍ଷରୁ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ପୂଣ୍ୟ ତିଥି ପାଳିତ

ଆମଭାଷା ସାହିତ୍ୟ ସଂସଦ ପକ୍ଷରୁ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ପୂଣ୍ୟ ତିଥି ପାଳିତ

Read More...

ମୋବାଇଲ ଫୋନ ଚୋରି ମାମଲାରେ ଠିକାଦାର ଗିରଫ।

ମୋବାଇଲ ଫୋନ ଚୋରି ମାମଲାରେ ଠିକାଦାର ଗିରଫ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: