ଶ୍ରୀନଗରରେ ଗ୍ରେନେଡ଼୍ ବିସ୍ଫୋରଣ ,

February 06, 2020, ଦେଶଦୁନିଆ, , BHAGYAPRABHA NEWS
ଶ୍ରୀନଗରରେ ଗ୍ରେନେଡ଼୍ ବିସ୍ଫୋରଣ ,
BHAGYAPRABHA NEWS
[ INPUT ]
Bhagyaprabha News Bureau
February 06, 2020

ଶ୍ରୀନଗରର ଲାଲ ବଜାର ପୁଲିସ ଷ୍ଟେସନର ଆଖପାଖ ଅଞ୍ଚଳରେ ଗ୍ରେନେଡ଼୍ ବିସ୍ଫୋରଣ ହୋଇଛି। ଏହି ସମୟରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି। ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, କାଚ ଗୁଣ୍ଡ ବିଛାଯାଇ ଗ୍ରେନେଡ଼୍ ଆକ୍ରମଣ ହୋଇଛି। ଘଟଣାର ଏବେ ତଦନ୍ତ ହେଉଛି।ଏହା ପୂର୍ବରୁ ଗତ ବୁଧବାର ଲାୱେପୋରାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଭାରତୀୟ ଯବାନ ଏନକାଉଣ୍ଟର କରି ଆତଙ୍କୀଙ୍କୁ ନିପାତ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଆତଙ୍କୀକୁ ଆହତ ଅବସ୍ଥାରେ ଗିରଫ ମଧ୍ୟ କରାଯାଇଛି। ଏହି ଆକ୍ରମଣରେ ସିଆରପିଏଫ୍ ଯବାନ ରମେଶ ରଞ୍ଜନ ଶହୀଦ ମଧ୍ୟ ହୋଇଛନ୍ତି।ଆକ୍ରମଣ ପଛରେ ଲସ୍କର-ଏ-ତୈଏବା, ହିଜବୁଲ ମୁଜାହିଦ୍ଦୀନ ଏବଂ ଆଇଏସଜେକେର ୩ ଜଣ ଆତଙ୍କୀଙ୍କ ହାତ ଅଛି।ଆତଙ୍କୀ ଜିୟା ଉର ରହମାନ, ଖତୀବ ମୃତ୍ୟୁବରଣ କରିଥିବା ବେଳେ ଆତଙ୍କୀ ଉମର ପ୍ୟୟାଜକୁ ଗିରଫ କରାଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩ ଦଫା ଦାବୀ ନେଇ ଶ୍ରମ ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଲା ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ

୩ ଦଫା ଦାବୀ ନେଇ ଶ୍ରମ ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଲା ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ

Read More...

ହାପି ବାର୍ଥ ଡେ ଅଙ୍ଗଦ

ହାପି ବାର୍ଥ ଡେ ଅଙ୍ଗଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: