ସହିଦ ଯବାନ ଅଭିରାମ ରାମଙ୍କର ଶେଷକୃତ୍ୟ ସମ୍ପନ

February 16, 2020, ଓଡ଼ିଶା, ବାଲେଶ୍ବର, BHAGYAPRABHA NEWS
ସହିଦ ଯବାନ ଅଭିରାମ ରାମଙ୍କର ଶେଷକୃତ୍ୟ ସମ୍ପନ
BHAGYAPRABHA NEWS
[ INPUT ]
Bhagyaprabha News Bureau
February 16, 2020

ଅରୁଣାଚଳ ପ୍ରଦେଶର ଲାୟକ ଚଲା ଠାରେ ଆର୍ମି କେମ୍ପକୁ ୧୩ ତାରିଖ ଦିନ ଆର୍ମି ଗାଡିରେ ଅନ୍ୟ ସହଯୋଗି ମାନଙ୍କ ସହିତ ଯାଉଥିବା ବେଳେ ବରଫ ଅତଡା ଖସିବାରୁ ବରଫ ତଳେ ଚାପି ହୋଇ ଜଣେ ଜୱାନ ସହିଦ ହୋଇ ଯାଇଛନ୍ତି। ସହିଦ ଜୱାନ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଳକ ଅନ୍ତର୍ଗତ ରଣାମୁଣ୍ଡୁଳି ଗ୍ରାମର ଅଭିରାମ ରାମ, ଆଜି ତାଙ୍କ ମର ଶରୀର ତାଙ୍କ ପୈତୃକ ବାସଭବନ ରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ସହିଦଙ୍କ ପରିବାର ଏହି ଖବର ଶୁଣିଲା ପରେ କାନ୍ଦବୋବାଳିରେ ସମ୍ପୂର୍ଣ୍ଣ ଅଞ୍ଚଳ ଫାଟି ପଡିଥିଲା, ଶହୀଦଙ୍କ ମର ଶରୀର ବସ୍ତାରେ ପହଞ୍ଚିବା ପରେ ଗାନ୍ଧୀ ଛକ ଠାରୁ ହାଜର ହଜାର ଲୋକ ଅଶୃଳ ଶୋଭାଯାତ୍ରାରେ ବାସଭବନରେ ପହଞ୍ଚିଥିଲେ, ନିଜ ଗାଁ ଶ୍ମଶାନ ରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ଏବଂ ହିନ୍ଦୁ ରୀତିନୀତିରେ ତାଙ୍କ ମର ଶରୀରକୁ ସଂସ୍କାର କରାଯାଇଥିଲା।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଚସ୍ପତିଙ୍କ ଦିଗପହଣ୍ଡି ଗସ୍ତ , ଉଦଘାଟନ କଲେ ବିଭିନ୍ନ ପ୍ରକଳ୍ପ

ବାଚସ୍ପତିଙ୍କ ଦିଗପହଣ୍ଡି ଗସ୍ତ , ଉଦଘାଟନ କଲେ ବିଭିନ୍ନ ପ୍ରକଳ୍ପ

Read More...

ଜିଲାନ୍ସ ଜାଲରେ ପୋଲିସ ବାବୁ

ଜିଲାନ୍ସ ଜାଲରେ ପୋଲିସ ବାବୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: