ଛତ୍ରପୁରରେ ଓଡିଶା ବନ୍ଦର ପ୍ରଭାବ

February 21, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଛତ୍ରପୁରରେ ଓଡିଶା ବନ୍ଦର ପ୍ରଭାବ
Bhagyaprabha News Bureau
February 21, 2019

ସରକାରଙ୍କ ଚାଷୀ ମାରଣ ନୀତି ଓ ପ୍ରାଇସ,ପେଷ୍ଟିଜ, ପେନସନ ଦାବି ନେଇ ଆଜି ନବନିର୍ମାଣ କୃଷକସଙ୍ଗଠନ 12 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି। ସମଗ୍ର ରାଜ୍ୟ ସମେତ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସଂଗଠନର ସଦସ୍ୟମାନେ ରାସ୍ତାରୋକ କରିବା ସହ ପିକେଟିଂ କରି ବିକ୍ଷୋବ ପ୍ରଦର୍ଶନ କରୁଛନ୍ତି । ଆଜି ସକାଳୁ ଶତାଧିକ କର୍ମୀମାନେ ରେଳରୋକ କରିବା ସହ ଜିଲାପାଳଙ୍କ କର୍ଯ୍ୟଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା


ସହ ଜିଲାପାଳଙ୍କୁ ସାକ୍ଷାତ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

Read More...

ଲକ୍ଷ୍ମୀଙ୍କ ଫେରିବା ବାଟକୁ ଅପେକ୍ଷା!

ଲକ୍ଷ୍ମୀଙ୍କ ଫେରିବା ବାଟକୁ ଅପେକ୍ଷା!

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: