ହାପି ବାର୍ଥ ଡେ ସୃତି ଝା

February 26, 2020, ମନୋରଞ୍ଜନ, , BHAGYAPRABHA NEWS
ହାପି ବାର୍ଥ ଡେ ସୃତି ଝା
BHAGYAPRABHA NEWS
[ INPUT ]
Bhagyaprabha News Bureau
February 26, 2020

ଛୋଟ ପରଦାରେ ନିଜର ଅଭିନୟ ପାଇଁ ବେଶ୍‌ ଚର୍ଚ୍ଚାରେ ଥିବା ସୃତି ଝା ବୁଧବାର ୩୪ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୬ ଫେବୃୟାରୀ ୨୬ରେ ବେଗୁସରାଇଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୭ରେ ଧୁମ୍‌ ମଚାଓ ଧୁମ୍‌ରେ ସେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ପରେ କୁମ୍‌କୁମ୍‌ ଭାଗ୍ୟ ତାଙ୍କ ପାଇଁ ବେଶ୍‌ ପରିଚିତି ଆଣିଦେଇଥିଲା। କୁମ୍‌କୁମ୍‌ ଭାଗ୍ୟରୁ ସେ କୋଟିପତି ପାଲଟି ଯାଇଛନ୍ତି। ଏବେ ସୃତିଙ୍କ ପାଖରେ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ୍‌। ସେ କୁମ୍‌କୁମ୍‌ ଭାଗ୍ୟର ପ୍ରତି ଏପିଶୋଡ଼ ପାଇଁ ୬୦ ହଜାର ପାରିଶ୍ରମିକ ନେଉଥିବା କୁହାଯାଉଛି।








Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖେମୁଣ୍ଡି କଲେଜରେ ଆଇନ ସହାୟତା ଶିବିର ଅନୁଷ୍ଠିତ

ଖେମୁଣ୍ଡି କଲେଜରେ ଆଇନ ସହାୟତା ଶିବିର ଅନୁଷ୍ଠିତ

Read More...

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକତ୍ସବ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକତ୍ସବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: