ଓଲଟିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଫେରାର

March 22, 2020, ଅପରାଧ, ବାଲେଶ୍ବର, BHAGYAPRABHA NEWS
ଓଲଟିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଫେରାର
BHAGYAPRABHA NEWS
[ INPUT ]
Bhagyaprabha News Bureau
March 22, 2020

ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ଔପଦା ଅଭିମୁଖେ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ୟୁକୋ ବ୍ୟାଙ୍କ ନିକଟରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଓଲଟି ପଡିଛି। ଏହି୧୦୮ ଟି ଆମ୍ବୁଲାନ୍ସ ସମ୍ପୂର୍ଣ୍ଣ ଓଲଟି ଯାଇଥିବା ବେଳେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନ ଥିବାବେଳେ ଏଥିରେ କୌଣସି ରୋଗୀନ ଥିଲେ ବୋଲି ଜଣାଯାଇଛି । ତେବେ ଔପଦା ଥାନାରେ ରହଣି ପାଇଁ ଯାଉଥିବା ୧୦୮ ଆମ୍ବୁଲାନ୍ସର ନମ୍ବର ଓଡି୦୨ବିଏଚ୧୨୪୭ ବୋଲି ଜଣାଯାଇଛି ।ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ସୋର ଔପଦା ଅଭିମୁଖେ ଯିବା କୌଣସି କାରଣରୁ ଭାରସାମ୍ୟ ହରାଇ ୟୁକୋ ବ୍ୟାଙ୍କ ନିକଟ ଏକ ପୋଖରୀରେ ଓଲଟି ପଡିଥିଲା। ତେବେ ଏହି ଆମ୍ବୁଲାନ୍ସରେ ରୋଗୀ ନଥିବା ଜଣାପଡିଛି। ଘଟଣା ସ୍ଥଳରେ ଆମ୍ବୁଲାନ୍ସକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନ ଥିବା ଜଣାପଡିଛି। ଘଟଣା ସ୍ଥଳରେ ଔପଦ ପୁଲିସ୍ ପହଞ୍ଚି ଘଟଣାର ତନାଘନା ଆରମ୍ଭ କରିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସାମରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ଆସାମରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

Read More...

ମାଣିତରା ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ

ମାଣିତରା ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: