ଆନ୍ଧ୍ରରେ ଫସିଥିବା ଓଡିଆ ଛାତ୍ରଛାତ୍ରୀ ଉଦ୍ଧାର

March 25, 2020, ଦେଶଦୁନିଆ, , BHAGYAPRABHA NEWS
ଆନ୍ଧ୍ରରେ ଫସିଥିବା ଓଡିଆ ଛାତ୍ରଛାତ୍ରୀ ଉଦ୍ଧାର
BHAGYAPRABHA NEWS
[ INPUT ]
Bhagyaprabha News Bureau
March 25, 2020

ବିଇଡି ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ୪୨ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଆନ୍ଧ୍ର ସରକାର ଦୁଇଟି ସ୍ୱତନ୍ତ୍ର ବସରେ ପରୀକ୍ଷାର୍ଥୀଙ୍କୁ ଓଡିଶା ପଠାଇଛନ୍ତି । ବସରେ ଥିବା ସମସ୍ତଙ୍କୁ ଦୁରତ୍ୱ ରଖିବା ପାଇଁ କୁହାଯାଇଛି । ସୁଚନାଯୋଗ୍ୟ ୪୨ ଜଣ ଛାତ୍ରଛାତ୍ରୀ ମାର୍ଚ ୧୩ ତାରିଖରେ ବିଇଡି ପରୀକ୍ଷା ଦେବାକୁ ଆନ୍ଧ୍ରପ୍ରେଦଶ ଯାଇଥିବା ବେଳେ ଅଟକି ରହିଯାଇଥିଲେ । ସେମାନଙ୍କ ପରୀକ୍ଷା ୧୬ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହୋଇଥିଲା । ଏହା ପରେ ପିଲାମାନେ ୨୨ ତାରିଖରେ ଘରକୁ ଫେରିବା ପାଇଁ ଟ୍ରେନ ଟିକଟ କରିଥିଲେ ମଧ୍ୟ ଲକ ଡାଉନ୍ ପାଇଁ ଟ୍ରେନ ବାତିଲ ହେବା ପରେ ୨୩ ତାରିଖରେ ପୁଣି ଟିକଟ କରିଥିଲେ କିନ୍ତୁ ତହା ମଧ୍ୟ ବାତିଲ ହୋଇ ଯାଇଥିଲା । ଟ୍ରେନ ଓ ବସ ଚଳାଚଳ ବନ୍ଦ ହୋଇ ଯାଇଥିବାରୁ ସେମାନେ ଘରକୁ ଫେରି ପାରୁନଥିଲେ ଶେଷରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ ଏହି ଛାତ୍ରଛାତ୍ରୀ । ଉଦ୍ଧାର ପରେ ବସରେ ଥିବା ସମସ୍ତ ଯାତ୍ରୀ ଓଡିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମଗ୍ର ଦେଶରେ ଲକଡାଉନ ଜାରୀ , ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ

ସମଗ୍ର ଦେଶରେ ଲକଡାଉନ ଜାରୀ , ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ

Read More...

ଓଡିଶାବାସୀଙ୍କୁ କରୋନାକୁ ନେଇ ସଚେତନତା ବାର୍ତ୍ତା ଦେଲେ ଭାଇଜାନ୍

ଓଡିଶାବାସୀଙ୍କୁ କରୋନାକୁ ନେଇ ସଚେତନତା ବାର୍ତ୍ତା ଦେଲେ ଭାଇଜାନ୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: