ଉତ୍ତରପ୍ରଦେଶରେ ବାଣ ବିଷ୍ପୋରଣ ; ତିନି କୋଠା ଧ୍ୱଂସ ,୧୦ ମୃତ

February 23, 2019, ଅପରାଧ, , Bhagyaprabha News Bureau
ଉତ୍ତରପ୍ରଦେଶରେ ବାଣ ବିଷ୍ପୋରଣ ; ତିନି କୋଠା ଧ୍ୱଂସ ,୧୦ ମୃତ
Bhagyaprabha News Bureau
February 23, 2019

ଉତ୍ତରପ୍ରଦେଶର ଭଦୋହୀରେ ଶନିବାର ସକାଳେ ବାଣ ବ୍ୟବସାୟୀଙ୍କ ଘରେ ବାଣ ବିଷ୍ପୋରଣ ଘଟିଛି । ଏହି ଦୂର୍ଘଟଣାରେ ତିନିତାଲା କୋଠା ଧ୍ୱଂସ ହେବା ସହ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଓ ୩ ଜଣ ଗୁରୁତର ଆହାତ ହୋଇଛନ୍ତି । ବ୍ୟବସାୟୀ ଜଣକ ଭଦୋହୀ ମାର୍ଗର ଚୌରୀ କ୍ଷେତ୍ରର ରୋଟହା ଗାଁର ଇରଫାନ ମନସୁରୀ ନିଜ ଘରେ ବାଣ ପ୍ରସ୍ତୁତ କରି ନିଜ ସ୍ଥାନରେ ବିକ୍ରିି କରୁଥିଲେ । ବାଣ ପ୍ରସ୍ତୁତ କରୁଥିବା ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବାଣ ବିଷ୍ପୋରଣର ଶକ୍ତ ଧକ୍କାରେ ଶବ ଗୁଡିକ ଚାରିଶହ ମିଟର ଦୂରରେ ପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିବା ସହ ବିଷ୍ପୋରଣ ସ୍ଥଳରୁ ପୋଲିସ ମୃତ ଦେହ ଗୁଡିକୁ ଜବତ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଲ୍ଲୀକୁ ପୁର୍ଣ୍ଣ ରାଜ୍ୟ ମାନ୍ୟତା ଦାବୀରେ କେଜ୍ରିୱାଲଙ୍କ ଅନଶନ

ଦିଲ୍ଲୀକୁ ପୁର୍ଣ୍ଣ ରାଜ୍ୟ ମାନ୍ୟତା ଦାବୀରେ କେଜ୍ରିୱାଲଙ୍କ ଅନଶନ

Read More...

ଶ୍ରୀମନ୍ଦିରରେ  ଆମିକସ୍‌ କ୍ୟୁରି ରଞ୍ଜିତ କୁମାର

ଶ୍ରୀମନ୍ଦିରରେ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: