ଜାତିସଙ୍ଘର ୮୬ ଅଧିକାରୀ କରୋନା ଆକ୍ରାନ୍ତ

March 30, 2020, ଦେଶଦୁନିଆ, , BHAGYAPRABHA NEWS
ଜାତିସଙ୍ଘର ୮୬ ଅଧିକାରୀ କରୋନା ଆକ୍ରାନ୍ତ
BHAGYAPRABHA NEWS
[ INPUT ]
Bhagyaprabha News Bureau
March 30, 2020

ଜାତିସଙ୍ଘର ୮୬ ଅଧିକାରୀ ବିଶ୍ବର ବିଭିନ୍ନ ସ୍ଥାନରେ କରୋ ନା ଆକ୍ରାନ୍ତ ହୋଇଛନ୍ତି ।ଏହି ଅଧିକାରୀଙ୍କ ମଧ୍ୟରୁ ଅଧିକାଂଶ ୟୁରୋପ ଓ ଆଫ୍ରିକାର ବୋଲି ଜାତିସଙ୍ଘ ମୁଖପାତ୍ର ଷ୍ଟିଫୋନେ ଦୁଜାରିକ କହିଛନ୍ତି।ଏସିଆ, ମଧ୍ୟପ୍ରାଚ୍ୟ ଓ ଆମେରିକାରେ ମଧ୍ୟ କେତେଜଣ ଅଧିକାରୀ ଚିକିତ୍ସାଧୀନ ଥିବା ସେ କହିଛନ୍ତି । ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ କର୍ମଚାରୀ ଘରୁ କା ମ କରୁଥିବା ସେ କହିଛନ୍ତି।ନ୍ୟୁୟର୍କସ୍ଥିତ ଜାତିସଙ୍ଘ ମୁଖ୍ୟାଳ ୟରେ ଦୈନିକ ୧୧ ହଜାର କର୍ମଚାରୀଙ୍କ ଯାତାୟତ ହେଉ ଥିବାବେଳେ ଏବେ ଏହି ସଂଖ୍ୟା ମାତ୍ର ୧୪୦କୁ ହ୍ରାସ ପାଇଛି ।ସେହିଭଳି ଜେନିଭାରେ କର୍ମଚାରୀଙ୍କ ଉପସ୍ଥାନ ସଂଖ୍ୟା ୪ ହଜାରରୁ ମାତ୍ର ୭୦କୁ ହ୍ରାସ ପାଇଛି । ଭିଏତନାରେ ୯୭ ପ୍ରତିଶତ କର୍ମଚାରୀ ଘରୁ କାମ କରୁଥିବାବେଳେ ଆଫ୍ରିକୀୟ ରାଷ୍ଟ୍ରରେ ଏହି ସଂଖ୍ୟା ୯୯ ପ୍ରତିଶତ ବୋଲି ଦୁଜାରିକ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଧ୍ୟାହ୍ନ ଭୋଜନ ଶୁଖିଲା ଖାଦ୍ୟ ପାଇଁ ଟୋକନ ବଣ୍ଟନ

ମଧ୍ୟାହ୍ନ ଭୋଜନ ଶୁଖିଲା ଖାଦ୍ୟ ପାଇଁ ଟୋକନ ବଣ୍ଟନ

Read More...

ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିବ ବିଧାନସଭା ଅଧିବେଶନ

ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିବ ବିଧାନସଭା ଅଧିବେଶନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: