ସହାୟତାର ହାତ ବଢାଇଲା ରେଳବାଇ ପୋଲିସ

April 02, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ସହାୟତାର ହାତ ବଢାଇଲା ରେଳବାଇ ପୋଲିସ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
April 02, 2020

କୋରୋନା ସମୟରେ ଦିନକୁ ଦୁଇବେଳା ଖାଇବା କୁ ପାଉନଥିବା ରାସ୍ତା କଡରେ ଜୀବନ କାଟୁଥିବା ବ୍ୟକ୍ତିଙ୍କୁ ସହାୟତାର ହାତ ବଢାଇଛି ବ୍ରହ୍ମପୁର ରେଳବାଇ ପୋଲିସ । ବ୍ରହ୍ମପୁର ରେଳବାଇ ପୋଲିସ ପକ୍ଷରୁ ଷ୍ଟେସନ ସମ୍ମୁଖରେ ରହିଥିବା ପ୍ରାୟ ୬୦ରୁ ଉର୍ଦ୍ଧ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ୟାକେଟ ପ୍ରଦାନ କରିଛନ୍ତି । ଏହି ସମୟରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାନେ ରାସ୍ତା କଡରେ ଜୀବନ କାଟୁଥିବା ଲୋକଙ୍କୁ ସହାୟତାର ହାତ ବଢାଇବାର ଚିତ୍ର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀମାନେ ମଧ୍ୟ ସହାୟତାର ହାତ ବଢାିବାର ଚିତ୍ର ଦେଖି ସହରବାସୀ ସରକାରୀ କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୃଷ୍ଟିହୀନଙ୍କୁ ସହାୟତା  ପ୍ରଦାନ କଲେ ଯୁବ ଗୋଷ୍ଟୀ

ଦୃଷ୍ଟିହୀନଙ୍କୁ ସହାୟତା ପ୍ରଦାନ କଲେ ଯୁବ ଗୋଷ୍ଟୀ

Read More...

କୋଭିଡ -୧୯ ଲକଡାଉନ ନିମନ୍ତେ ରାଉରକେଲା ମହାନଗର ନିଗମର ବହୁବିଦ୍ଧ ପଦକ୍ଷେପ

କୋଭିଡ -୧୯ ଲକଡାଉନ ନିମନ୍ତେ ରାଉରକେଲା ମହାନଗର ନିଗମର ବହୁବିଦ୍ଧ ପଦକ୍ଷେପ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: