କାଶ୍ମୀରରେ ବିଛନ୍ନତାବାଦୀ ପକ୍ଷରୁ ବନ୍ଦ ଡାକରା , ବିଏସ୍ଏଫ୍ ଯବାନ ମୃତୟନ

February 24, 2019, ଦେଶଦୁନିଆ, , Bhagyaprabha News Bureau
କାଶ୍ମୀରରେ ବିଛନ୍ନତାବାଦୀ ପକ୍ଷରୁ ବନ୍ଦ ଡାକରା , ବିଏସ୍ଏଫ୍ ଯବାନ ମୃତୟନ
Bhagyaprabha News Bureau
February 24, 2019

ଜାମ୍ମୁ-କାଶ୍ମୀରରେ ପୁଲୱାମା ଆକ୍ରମଣ ପରେ ସୀମରେ ଉତ୍ତେଜନା ତେଜିବାରେ ଲାଗିଛି । ବଛିନ୍ନତାବାଦୀଙ୍କ ନେତା ଓ ୨୦୦ କର୍ମିଙ୍କୁ ଗିରଫ କରିବା ପରେ ଏକ ଦମନକାରୀ ନୀତି ବୋଲି ଜେଆରଏଲ୍ ମତବ୍ୟକ୍ତ କରିଛନ୍ତି ।ଜେଆରଏଲ୍ କାଶ୍ମୀରରେ ବନ୍ଦ ଡାକରା ଦେଇଛି । ସୋମବାର ଦିନ ୩୫ ଧାରା ଉଚ୍ଚନ୍ୟାୟଳୟରେ ଶୁଣାଣୀ ଉପରେ ଉପରେ ସମସ୍ତଙ୍କ ନଜର ରହିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ଓ ୩୫ ଧାରା ଉପରେ କୋର୍ଟଙ୍କ ରାୟ ପରେ ଅପ୍ରୀତିକର ପରିସ୍ଥିତି ସମ୍ଭାବନା ରହିଛି । ଏହାକୁ ଆଖି ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶାନ୍ତି ଶୃଙ୍ଖଳା ଦୃଷ୍ଟିର ୁ ୧୪ ବର୍ଷ ପରେ ସୀମାରେ ବିଏସ୍ଏଫ୍ ଯବାନ ନିୟୋଜିତ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଶାସକ୍ତ ସ୍ବାମୀ  ପାଲଟିଲା ରାକ୍ଷସ

ନିଶାସକ୍ତ ସ୍ବାମୀ ପାଲଟିଲା ରାକ୍ଷସ

Read More...

ଝାଡଖଣ୍ଡରେ ଏନକାଉଣ୍ଟର, ୩ ମାଓବାଦୀ ନିହତ

ଝାଡଖଣ୍ଡରେ ଏନକାଉଣ୍ଟର, ୩ ମାଓବାଦୀ ନିହତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: