ଦଣ୍ଡ ମେଲଣ ଉପରେ ଗଞ୍ଜାମ ପ୍ରଶାସନର କଟକଣା

April 12, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଦଣ୍ଡ ମେଲଣ ଉପରେ ଗଞ୍ଜାମ ପ୍ରଶାସନର କଟକଣା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
April 12, 2020

କରୋନା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି । ସମୂହ ସଂକ୍ରମଣ ଭୟରେ ଦେବପୀଠଗୁଡ଼ିକରେ କଟକଣା ଜାରି କରାଯାଇଛି । ଏପରି ସ୍ଥିତିରେ ଚଳିତ ବର୍ଷ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଉପରେ କଟକଣା ଲଗାଇଛି ଗଞ୍ଜାମ ଜିଲା ପ୍ରଶାସନ । ଆସନ୍ତାକାଲି ମହା ବିଷୁବ ସଂକ୍ରାନ୍ତିରେ ଦଣ୍ଡଯାତ୍ରା ହେବାର ପରମ୍ପରା ରହିଛି । କେତେକ ସ୍ଥାନରେ ଦଣ୍ଡ ମେଲଣ ଆୟୋଜନ କରାଯାଇଥାଏ । ସେହିପରି ପୂର୍ବ ପ୍ରଚଳିତ ପରମ୍ପରା ଅନୁସାରେ ମହାବିଷୁବ ସଂକ୍ରାନ୍ତିରେ ଦଣ୍ଡୁଆମାନେ ୧୩ ଦିନ ନୀତି ପାଳନ କରି ମୁଖ୍ୟପାଟୁଆ (ପାଟଭୁକ୍ତା)ଙ୍କୁ ମେରୁଖୁଣ୍ଟରେ ଅଗ୍ନିରେ ଝୁଲାଇ ଥାଆନ୍ତି ।ମାତ୍ର ଲକ୍ଡ଼ାଉନ ଯୋଗୁଁ ଏ ସବୁକୁ ବନ୍ଦ ରଖିବାକୁ ଏବଂ ସାଙ୍କେତିକ ଭାବରେ ମନ୍ଦିରରେ ଭୋଗରାଗ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗ୍ନିଶମ ବାହିନୀ ସହଯୋଗରେ ଦିଗପହଣ୍ଡିରେ ବିଶୁଦ୍ଧିକରଣ ପ୍ରକ୍ରିୟା ଶୁଭାରମ୍ଭ

ଅଗ୍ନିଶମ ବାହିନୀ ସହଯୋଗରେ ଦିଗପହଣ୍ଡିରେ ବିଶୁଦ୍ଧିକରଣ ପ୍ରକ୍ରିୟା ଶୁଭାରମ୍ଭ

Read More...

ପଦ୍ମନାଭପୁର ପଞ୍ଚାୟତରେ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ସହାୟତା ରାଶି ପ୍ରଦାନ

ପଦ୍ମନାଭପୁର ପଞ୍ଚାୟତରେ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ସହାୟତା ରାଶି ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: