ବଜରଙ୍ଗ ଦଳର ହନୁମାନ ଜୟନ୍ତି ପାଳନ, କାରୋନାରୁ ବିଶ୍ୱକୁ ରକ୍ଷା କରିବା ପାଇଁ ପୂଜା

April 13, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ବଜରଙ୍ଗ ଦଳର ହନୁମାନ ଜୟନ୍ତି ପାଳନ, କାରୋନାରୁ ବିଶ୍ୱକୁ ରକ୍ଷା କରିବା ପାଇଁ ପୂଜା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
April 13, 2020

ସାରା ବିଶ୍ୱ କୋରୋନା ସହ ଲଢେଇ କରୁଥିବା ବେଳେ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତି ଅବସରରେ ବଜରଙ୍ଗ ଦଳ ତରଫରୁ ଵ୍ରହ୍ମପୁର ନିକଟସ୍ଥ ମସିଆଖାଲି ହନୁମାନ ବାଟୀକାରେ ନିଡାମ୍ବର ଭାବେ ହନୁମାନ ଜୟନ୍ତୀ ପାଳନ କରାଯାଇଛି । ବିଶ୍ୱରେ ଦେଖାଦେଇ ଥିବା କୋରନା ଯୋଗୁଁ କୌଣସି ଧୁମ ଧାମରେ ପାଳନ ନ କରି ସାମାନ୍ୟ ରୂପେ ପାଳନ କରାଯାଇଛି। ଏହି ସମୟରେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରିବା ସହ ଗଞ୍ଜାମ ଜିଲ୍ଲା ପ୍ରଶାଲନ ଦ୍ୱାରା ନିର୍ଦ୍ଧାରୀତ ସକାଳ ୭ ଟାରୁ ୧୧ ସମୟ ମଧ୍ୟରେ ପାଳନ କରାଯାଇଥିଲା । ଏହି ଅବସରରେ ହନୁମାନ ଚାଲିସା ପାଠ କରିବା ସହ କୋରନା ଦାଉରୁ ବିଶ୍ବକୁ ରକ୍ଷା କରିବା ପାଇଁ ହନୁମାନଙ୍କୁ ପୂଜା କରାଯାଇ ଥିଲା । ଏହି ଲଢେଇରେ ଜିଲ୍ଲା ପ୍ରଶାସନ କୁ ଶକ୍ତି ଓ ସାହାସ ଦେବାକୁ ଭଗବାନ ଙ୍କ ନିକଟରେ ପ୍ରାଥନା କରାଯାଇ ଥିଲା । ଏଥିରେ ଗଞ୍ଜାମ ବିଭାଗ ସଂଯୋଜକ ଗୌତମ ମହାରଣା,ପ୍ରକାଶ ପ୍ରଧାନ, ଶ୍ରୀନୁ ଆଚାରି, ମିଟୁ ସାହୁ,କିଣ୍ଟୁ ପ୍ରଧାନ,ଘନଶ୍ୟାମ ନନ୍ଦ,ଭଦ୍ରିନାଥ ମହାରଣା,ସୀମାଞ୍ଚଳ,ସୁଦାମ ଜେନା,ବସନ୍ତ ମହାରଣା, ପ୍ରମୁଖ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗ୍ରାମବାସୀଙ୍କୁ ମାସ୍କ ବଣ୍ଟିବା ସହ ସପଥ ପାଠ କରାଇଲେ ଯୁବକ ସଂଘ

ଗ୍ରାମବାସୀଙ୍କୁ ମାସ୍କ ବଣ୍ଟିବା ସହ ସପଥ ପାଠ କରାଇଲେ ଯୁବକ ସଂଘ

Read More...

ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା

ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: